Tag: OTET

ଘୁଞ୍ଚିଲା ଓଟିଇଟି ପରୀକ୍ଷା

ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଘୁଞ୍ଚିଲା। ଅଗଷ୍ଟ ୯ ବଦଳରେ ୧୭ ତାରିଖରେ ପରୀକ୍ଷା ହେବ। ଉକ୍ତ ଦିନ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ଆସନ୍ତା…

୨୪ରୁ ଓଟିଇଟି ପାଇଁ କରିପାରିବେ ଆବେଦନ

ପ୍ରକାଶ ପାଇଲା ବିଜ୍ଞପ୍ତି। ଓଟିଇଟି ପାଇଁ ଆସନ୍ତା ୨୪ରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଜୁଲାଇ ୫ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ତେବେ www.bseodisha.ac.inରେ କେବଳ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିହେବ। ଏହାପରେ ଅଗଷ୍ଟ ୨ରେ ଆଡମିଟ୍‌ କାର୍ଡ ମିଳିବ। ଅଗଷ୍ଟ…