ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ପ୍ରସିଦ୍ଧ “ପଟ୍ଟନାୟକ ପୋଖରୀ”ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବ୍ୟାପକ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୫୫.୬୯ ଲକ୍ଷ ଠକେଇ ମାମଲାରେ ଦୁଇଜଣ ସରକାରୀ ଇଞ୍ଜିନିୟରଙ୍କ ସମେତ ଜଣେ ଘରୋଇ ଠିକାଦାରଙ୍କୁ ଗିରଫ କରାଯାଇଛି। ପୂର୍ବତନ JE ଡି. ଯୁଧିଷ୍ଠିର, ME ସଞ୍ଜୀବ ଚମ୍ପତିଙ୍କ ସହ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ମଧ୍ୟ ଭିଜିଲାନ୍ସ ଦ୍ବାରା ଗିରଫ କରାଯାଇଛି । Post navigation BJP Leader Brutally Murdered in Kalahandi: କଳାହାଣ୍ଡିରେ ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା ଘଟଣା; ୨ ଜଣ ଅଟକ Chhattisgarh Governor Meets Odisha CM: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କଲେ ଛତିଶଗଡ଼ ରାଜ୍ୟପାଳ ରମେନ ଡେକା