ତାଜା ଖବର ରାଜ୍ୟ Pattanaik Tank Renovation Fraud: ପଟ୍ଟନାୟକ ପୋଖରୀ ପୁନରୁଦ୍ଧାରରେ ଲକ୍ଷାଧିକ ଟଙ୍କା ହରିଲୁଟ୍; ଦୁଇ ସରକାରୀ ଇଞ୍ଜିନିୟର ଓ ଠିକାଦାର ଗିରଫ August 6, 2026 Papirani ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ପ୍ରସିଦ୍ଧ “ପଟ୍ଟନାୟକ ପୋଖରୀ”ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବ୍ୟାପକ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୫୫.୬୯ ଲକ୍ଷ ଠକେଇ ମାମଲାରେ ଦୁଇଜଣ ସରକାରୀ ଇଞ୍ଜିନିୟରଙ୍କ ସମେତ…