Tag: Visakhapatnam

Visakhapatnam Steel Plant Accident: ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ୯ ମୃତ, ଏକାଧିକ ଗୁରୁତର

ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗରମ ତରଳ ଇସ୍ପାତ ଲିକ୍ ହୋଇ ଧାତୁର ଢାଳ ତଳେ ପଡ଼ିଯିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଖବର…

Tata Ernakulam Express Fire: ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ

ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂର ଇଲାମାଞ୍ଚିଲି ଷ୍ଟେସନରେ ଏହି ଅଘଟଣ ଘଟିଛି। ଟ୍ରେନରେ ଦୁଇଟି ବଗିରେ ନିଆଁ ଲାଗିଯାଇଛି । ଫଳରେ ଜଣେ ଯାତ୍ରୀଙ୍କର…

ବିଶାଖାପାଟଣାରୁ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଶାଖାପାଟଣା ବେଳାଭୂମିରେ ୩…

କୋର୍ବା-ବିଶାଖାପାଟଣା ଏକ୍ସପ୍ରେସରେ ଲାଗିଲା ନିଆଁ

ପୁଣି ଆଉ ଏକ ଟ୍ରେନ ଟ୍ରାଜେଡି । ପ୍ଲାଟଫର୍ମରେ ଛିଡ଼ା ହୋଇଥିବା କୋର୍ବା-ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍‌ରେ ନିଆଁ ଲାଗିଯାଇଛି। ଟ୍ରେନଟି ବିଶାଖାପାଟଣାରୁ ତିରୁପତି ଅଭିମୁଖେ ଯାଉଥିଲା। ବିଶାଖାପାଟଣା ଷ୍ଟେସନରେ ପହଂଚିବା ପରେ ୪ ନଂ ପ୍ଲାଟଫର୍ମରେ ଏଭଳି ଅଘଟଣ…