ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗରମ ତରଳ ଇସ୍ପାତ ଲିକ୍ ହୋଇ ଧାତୁର ଢାଳ ତଳେ ପଡ଼ିଯିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଆହତମାନଙ୍କୁ ଷ୍ଟିଲ୍ ପ୍ଲାଣ୍ଟ୍‌ ମ୍ୟାନେଜମେଣ୍ଟ ଦ୍ବାରା ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

 

Leave a Reply

Your email address will not be published. Required fields are marked *