Tag: Sine Die

Nabarangpur College declares Sine Die: ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜ ସାଇନ ଡାଏ ଘୋଷଣା

ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜରେ ୨୦୨୬-୨୭ ଛାତ୍ର ସଂସଦ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ବାତିଲ କରାଯାଇଥିଲା । ଏହାକୁ ନେଇ କ୍ୟାମ୍ପସରେ ରାଜନୈତିକ ଅଶାନ୍ତି, ଆନ୍ଦୋଳନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି…