ତାଜା ଖବର ରାଜ୍ୟ Rs 1.23 Cr Embezzlement Case: ୧.୨୩ କୋଟି ଟଙ୍କା ହଡ଼ପ ଅଭିଯୋଗରେ ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ବରିଷ୍ଠ ସହାୟକ ଗିରଫ November 21, 2026 Nirvay ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ଜଣେ ବରିଷ୍ଠ ସହାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଅଭିଯୁକ୍ତ ହେଉଛନ୍ତି ଅଜୟ କୁମାର ନାୟକ । ଗତକାଲି ରାତିରେ ଅନୁଗୁଳରୁ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁଯାୟୀ,…