Tag: sarpanch

No-Trust Vote Against Chameli Ojha: ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଜାରି ରହିବ ଅନାସ୍ଥା ପ୍ରକ୍ରିୟା: ହାଇକୋର୍ଟ

ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଜାରି ରହିବ ଅନାସ୍ଥା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ଜାରି ରହିବ ବୋଲି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…

ଭଦ୍ରକ ଜିଲ୍ଲା ଗୁଜିଦରଡ଼ା ସରପଞ୍ଚ ଗିରଫ : ମହଙ୍ଗା ପଡିଲା ଦାଦାଗିରି

ଭଦ୍ରକ ବ୍ଲକ ଗୁଜିଦରଡ଼ା ପଞ୍ଚାୟତର ସରପଞ୍ଚ ଫରଆଦ ଆଲାମଙ୍କୁ ଆଜି ପୋଲିସ ଗିରଫକରିଛି । ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ଗତ ମାସ ୯ ତାରିଖ ଦିନ ସରପଞ୍ଚ ଜଣେ ଛୋଟ ପିଲାକୁ ମାଡ଼ ମାରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ…

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଝଟକା; ବିଜେଡି ଛାଡ଼ି ବିଜେପିରେ ମିଶିଲେ ୧୮ ସରପଞ୍ଚ ଓ ନାଏବ ସରପଞ୍ଚ

ସମ୍ବଲପୂର ଜିଲ୍ଲାର ବିଜଦ ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ । ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜଦ ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇ ଥର ଜିତିଥିଲେ। ଗତ ନିର୍ବାଚନରେ ଏଠାରେ ରୋହିତଙ୍କୁ ବଦଳରେ…