Tag: Santoshini Dash

Relief for Jailer Santoshini Dash: ଜେଲର ସନ୍ତୋଷିନୀ ଦାସଙ୍କ ନିଲମ୍ବନ ପ୍ରତ୍ୟାହାର; ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ନୂତନ ନିଯୁକ୍ତି

ଜେଲର ସନ୍ତୋଷିନୀ ଦାସଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି ଓଡ଼ିଶା କାରାଗାର ଓ ସଂଶୋଧନାତ୍ମକ ସେବା ନିର୍ଦ୍ଦେଶାଳୟ। ତାଙ୍କୁ ତତ୍କାଳ ପ୍ରଭାବରୁ ଚାକିରିରେ ପୁନଃନିଯୁକ୍ତି ଦିଆଯିବା ସହିତ ଭୁବନେଶ୍ୱର ସ୍ଥିତ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଅବସ୍ଥାପିତ କରାଯାଇଛି। ସୂଚନା ଅନୁଯାୟୀ; କଣ୍ଟାବାଞ୍ଜି…