Tag: Ratha Jatra

Gajapati Maharaja Writes To ISKCON: ଅ-ତିଥି ସ୍ନାନଯାତ୍ରା ଓ ରଥଯାତ୍ରା ପାଳନକୁ ବିରୋଧ; ଇସ୍କନର GBCକୁ ଗଜପତି ମହାରାଜାଙ୍କ ଚିଠି

ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନର ପରିଚାଳନା ପରିଷଦ କମିଶନ (GBC)କୁ ଚିଠି ଲେଖି ଭାରତ ଏବଂ ବିଦେଶର ବିଭିନ୍ନ ସହରରେ ସଂଗଠନ ଦ୍ୱାରା ସ୍ନାନ ଯାତ୍ରା ଏବଂ ରଥଯାତ୍ରାର ଅକାଳ ପାଳନ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଚିଠିରେ,…

Ratha Jatra 2026: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ରଥଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିମନ୍ତ୍ରଣ

ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମାଜ ଏବଂ ଦେଶ ପାଇଁ ବିଶେଷ ଅବଦାନ…

Ratha Jatra 2026: ରଥଯାତ୍ରା ପୂର୍ବରୁ ପ୍ରସ୍ତୁତି ବୈଠକ; ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ନିଷେଧ

ପବିତ୍ର ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ତଥା ଶ୍ରଦ୍ଧାଳୁଙ୍କୁ ସୁବ୍ୟବସ୍ଥିତ ସେବା ଯୋଗାଇବା ଲକ୍ଷ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ…

Ratha Jatra 2026: ଆସନ୍ତା ୬ ତାରିଖରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୬ ତାରିଖରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୬ ତାରିଖ ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରଦ୍ଧାଳୁଙ୍କ ପାଇଁ…

Puri Ratha Jatra 2026: ରଥଯାତ୍ରା ପାଇଁ ୨୩ ଓଏଏସ୍ ଅଫିସରଙ୍କୁ ମିଳିଲା ଦାୟିତ୍ବ

ରଥଯାତ୍ରାର ସୁପରିଚାଳନା ପାଇଁ ପୁରୀରେ ଓଡ଼ିଶା ସରକାର ୨୩ ଜଣ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କ୍ଷମତା ସହିତ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ (OSD) ଭାବରେ ନିଯୁକ୍ତ କରିଥିବା ଜଣାପଡ଼ିଛି।OSD ଭାବେ ଆଜିଠୁ ଜୁଲାଇ ୨୭ ପର୍ଯ୍ୟନ୍ତ…

Ratha Jatra 2026: ସ୍ନାନ ପୂର୍ଣ୍ଣିମାରେ ଶ୍ରୀନଅରରେ ମୁଖ୍ୟମନ୍ତ୍ରୀ: ଗଜପତିଙ୍କ ସହ ରଥଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା

ସ୍ନାନ ପୂର୍ଣ୍ଣମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରଥଖଳାରୁ ସିଧା ଶ୍ରୀନଅର ଗସ୍ତ କରିଛନ୍ତି । ସେଠାରେ ସେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମାଝୀ ଗଜପତି ମହାରାଜାଙ୍କ ସହ…

Ratha Jatra 2026: ପୁରୀ ରଥଖଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ରଥ ମହାରଣାଙ୍କ ସହ ଆଲୋଚନା

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନଯାତ୍ରା ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ପୁରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚି ରଥ ମହାରଣା ମାନଙ୍କ ସହ ରଥ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି । ରଥ ଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ…

Deba Snana Purnima: ଆଜି ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦିରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ସ୍ନାନବେଦିରେ ଭୋର ସମୟରୁ ମଙ୍ଗଳାରୋପଣ, ମଇଲମ, ତଡ଼ପଲାଗି ଆଦି ନୀତି ପରେ…

Akshaya Tritiya 2026: ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଶୁଭାରମ୍ଭ ପାଇଁ ଆସିଲା ଆଜ୍ଞାମାଳ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ପବିତ୍ର କାର୍ଯ୍ୟର ଶୁଭାରମ୍ଭ ପାଇଁ ଶ୍ରୀମନ୍ଦିରୁ ଆଜ୍ଞାମାଳ ବିଜେ କରିଛି । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…