ତାଜା ଖବର ରାଜ୍ୟ Nandighosa Ratha: ଅପେକ୍ଷାର ଘଟିଲା ଅନ୍ତ; ଗଡ଼ିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ July 16, 2026 Papirani ବହୁ ପ୍ରତୀକ୍ଷାର ଅବସାନ ଘଟାଇ ଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଲା ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଗଡ଼ିଲା ନନ୍ଦିଘୋଷ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଓ…
ତାଜା ଖବର ରାଜ୍ୟ Stampede-like situation during Ratha Jatra in Puri leaves 2 dead, over 100 hospitalised July 16, 2026 Nirvay A stampede-like situation during the Puri Ratha Jatra led to the death of two devotees and left more than 100 others hospitalised on Thursday. According to eyewitnesses and officials, the…
ତାଜା ଖବର ରାଜ୍ୟ Ratha Jatra: ଆରମ୍ଭ ହୋଇଛି ରଥଟଣା; ଜନ୍ମବେଦୀ ଅଭିମୁଖେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ July 16, 2026 Papirani ଆରମ୍ଭ ହୋଇଛି ରଥଟଣା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦୀ ଅଭିମୁଖେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ପରେ ଏବେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିବା ଆରମ୍ଭ କରିଛି।…
ତାଜା ଖବର ରାଜ୍ୟ Ratha Jatra: ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ July 16, 2026 Papirani ବଡ଼ଦାଣ୍ଡରେ ଗଡ଼ିଲା ରଥ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି…
ତାଜା ଖବର ରାଜ୍ୟ 1 Devotee Dies due to Breathlessness during Puri Ratha Jatra July 16, 2026 Nirvay One devotee died after collapsing due to breathlessness amid massive crowd during the ongoing Ratha Jatra in Puri. According to reports, the devotee suddenly felt uneasy and fell down due…
ତାଜା ଖବର ରାଜ୍ୟ Ratha Jatra: ପବିତ୍ର ରଥଯାତ୍ରା; ସିଂହଦ୍ୱାର ଠାରେ ଟଙ୍କ ତୋରାଣି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ July 16, 2026 Papirani ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ରଥାରୂଢ ମହାବାହୁକୁ ଦେଖିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ତାଜା ଖବର ରାଜ୍ୟ Ratha Jatra: ପହଣ୍ଡି ବିଜେ କଲେ ଜଗତର ନାଥ ଜଗନ୍ନାଥ July 16, 2026 Papirani ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ କାଳିଆ ସାଆନ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ…
ତାଜା ଖବର ରାଜ୍ୟ Puri Ratha Jatra: ପବିତ୍ର ରଥଯାତ୍ରା; ବଡ଼ଠାକୁରଙ୍କ ପହଣ୍ଡି ବିଜେ July 16, 2026 Papirani ଆରମ୍ଭ ହେଲା ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି । ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପରେ ଝୁଲି ଝୁଲି ଆସୁଛନ୍ତି ବଡଠାକରୁ । ତାଳଧ୍ବଜ ରଥରେ ହେବେ ବିରାଜମାନ
ତାଜା ଖବର ରାଜ୍ୟ Ratha Jatra: ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା; ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତାଗଣ July 16, 2026 Papirani ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ପାଇଁ ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ। ବର୍ଷକରେ ଥରେ ରତ୍ନସିଂହାସନ ଛାଡ଼ି ନିଜ ଭକ୍ତଙ୍କ ଗହଣକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ଏହି ପବିତ୍ର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…
ତାଜା ଖବର ରାଜ୍ୟ Ratha Jatra 2026: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା; ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ July 16, 2026 Papirani ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆରମ୍ଭ ହୋଇଛି ପହଣ୍ଡି ।୩ ରଥ ପ୍ରତିଷ୍ଠା ପରେ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ। ଦର୍ପଦଳନରେ ବିରାଜମାନ ହେବା ପାଇ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ ।