ତାଜା ଖବର ରାଜ୍ୟ Ratha Jatra: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା; ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା July 15, 2026 Papirani ଆସନ୍ତା କାଲି ବିଶ୍ୱପ୍ରସିଦ୍ଧ ପବିତ୍ର ରଥ ଯାତ୍ରା। ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଆରମ୍ଭ କରିବେ। ଏଥିପାଇଁ ପୁରୀକୁ ସମଗ୍ର ଓଡ଼ିଶା ସହ ଦେଶ-ବିଦେଶର ଭକ୍ତଙ୍କ ଆଗମନ ହୋଇଛି। ଏହାରି…
ତାଜା ଖବର ରାଜ୍ୟ Ratha Jatra 2026: ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ; ସିଂହଦ୍ବାର ସାମ୍ନାରେ ଲାଗିଲା ତିନି ରଥ July 15, 2026 Papirani ରାତି ପାହିଲେ ପବିତ୍ର ରଥ ଯାତ୍ରା। ଏଥିପାଇଁ ରଥଖଳାକୁ ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ । ୩ ପୂଜାପଣ୍ଡା ସାମନ୍ତ ଆଣି ପହଞ୍ଚିଥିଲେ ଆଜ୍ଞାମାଳ। ବାଜିଲା ବିଜେ କାହାଳୀ । ଏହି ସମୟରେ ଚତୁଃପାଶ୍ୱ ଘଣ୍ଟ, କାହାଳୀ, ଶଙ୍ଖ ଏବଂ ଭକ୍ତଙ୍କ ହୁଳହୁଳି,…
ତାଜା ଖବର ଦେଶ ରାଜ୍ୟ Ratha Jatra Row: ଇସ୍କନ୍ କମ୍ୟୁନିକେସନ ଅଫିସ୍ ନୂଆଦିଲ୍ଲୀର ପ୍ରେସ୍ ରିଲିଜ ବିଭ୍ରାନ୍ତିକର: ଶ୍ରୀମନ୍ଦିର ପ୍ରଶାସନ July 14, 2026 Papirani ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଇସ୍କନର ଯୁକ୍ତି ଏବଂ ଗଜପତି ମହାରାଜାଙ୍କ ବର୍ଲିନ ରଥଯାତ୍ରାରେ ସାମିଲ ନେଇ ସ୍ପଷ୍ଟୀକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଇସ୍କନ୍ କମ୍ୟୁନିକେସନ ଅଫିସ୍ ନୂଆଦିଲ୍ଲୀ ଦ୍ୱାରା ଗତ ୧୨ ତାରିଖରେ ଜାରି ହୋଇଥିବା ପ୍ରେସ୍ ରିଲିଜକୁ…
ତାଜା ଖବର ରାଜ୍ୟ Puri Ratha Jatra: ରଥଯାତ୍ରାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ July 14, 2026 Papirani ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ । ରଥଯାତ୍ରାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ। ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୬କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରିଛନ୍ତି। ସାକ୍ଷାତକାର ସମୟରେ…
ତାଜା ଖବର ରାଜ୍ୟ Naba Jaubana Darshana: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ July 14, 2026 Papirani ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ ଦେଖିବାର ଭକ୍ତଙ୍କୁ ସୁଯୋଗ ମିଳିବ । ମହାପ୍ରଭୁଙ୍କ ଅଣସର ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଜଗନ୍ନାଥ…
ତାଜା ଖବର ରାଜ୍ୟ Ratna Bhandar Ornaments Counting: ଆସନ୍ତା ୧୯ରେ ଗୋଟିଏ ଦିନ ପାଇଁ ହେବ ମହାପ୍ରଭୁଙ୍କ ଅଳଙ୍କାର ଗଣତି July 13, 2026 Papirani ଆସନ୍ତା ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ଥିବା ଅଙ୍ଗଲାଗି ଗହଣାର ଗଣତିମଣତି କରାଯିବ । ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର କମିଟି । ରତ୍ନଭଣ୍ଡାର କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ…
ତାଜା ଖବର ରାଜ୍ୟ Sand Artist Sudarsan Pattnaik seeks EAM’s Intervention over ISKCON’s “Untimely” Ratha Jatra July 11, 2026 Nirvay Renowned sand artist Sudarsan Pattnaik has urged Union External Affairs Minister Dr. S. Jaishankar to intervene in the matter of ISKCON holding “untimely” Ratha Jatra celebrations abroad, stating that it…
ତାଜା ଖବର ରାଜ୍ୟ CM Majhi Reviews Ratha Jatra Preparations: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ July 10, 2026 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ପାଇଁ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ…
ତାଜା ଖବର ରାଜ୍ୟ Ratha Jatra Review: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା July 10, 2026 Papirani ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା କରିଛନ୍ତି। ବୈଠକରେ ପୂର୍ବରୁ ଜାରି କରାଯାଇଥିବା ୧୦ ଦଫା ନିର୍ଦ୍ଦେଶାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି,…
ତାଜା ଖବର ରାଜ୍ୟ Rajasthan Ratha Jatra: ରାଜସ୍ଥାନରେ ଅଦିନିଆ ରଥଯାତ୍ରା ଉପରେ ରୋକ July 10, 2026 Papirani ଜୁଲାଇ ୧୦ରେ ରାଜସ୍ଥାନ ସିକର ଜିଲ୍ଲାରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ । ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍। ଗତକାଲି ଅଦିନ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ ପୁରୀ ଜିଲ୍ଲାପାଳ । ତିଥି ଅନୁସାରେ…