ତାଜା ଖବର ରାଜ୍ୟ Anganwadi Workers Protest in Odisha: ଭୁବନେଶ୍ୱରରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ; ବିଭିନ୍ନ ଦାବି ନେଇ ରାଜରାସ୍ତାରେ ହଜାର ହଜାର ମହିଳା November 23, 2026 Papirani ବିଭିନ୍ନ ଦାବି ନେଇ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍’ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ସୂଚନା ମିଳିଛି। ଦୀର୍ଘ ଦିନର ଅସନ୍ତୋଷ ଏବଂ ୬…