ତାଜା ଖବର ରାଜନୀତି ରାଜ୍ୟ Dharmashala Violence: ପ୍ରଣବ ବଳବନ୍ତରାୟଙ୍କ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା; ନିନ୍ଦା କଲେ ନବୀନ December 15, 2025 Papirani ଭୁବନେଶ୍ବର ସ୍ଥିତ ଡିଜି କ୍ୟାମ୍ପ ଅଫିସ ଘେରାଉକରିଛି ବିଜେଡି । ପ୍ରଣବ ବଳବନ୍ତରାୟଙ୍କ ଧର୍ମଶାଳା ଫାର୍ମହାଉସରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ ଘଟଣାରେ ଡିଜି କ୍ୟାମ୍ପ ଅଫିସ ସାମ୍ନାରେ ରାତିସାରା ପ୍ରତିବାଦ କରିଛି ବିଜେଡି। ଆକ୍ରମଣକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଭୁବନେଶ୍ବର…
ତାଜା ଖବର ରାଜ୍ୟ Doctors’ Strike From January: ଜାନୁଆରୀରୁ ସାରା ଓଡ଼ିଶାରେ ଡାକ୍ତରମାନେ ଧର୍ମଘଟ ଚେତାବନୀ December 10, 2025 Papirani ଜାନୁଆରୀରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଡାକ୍ତର। ଯଦି ରାଜ୍ୟ ସରକାର ସେମାନଙ୍କର ୧୮-ସୂତ୍ରୀ ଦାବି ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA)ର ସଦସ୍ୟମାନେ ଜାନୁଆରୀ, ୨୦୨୬ ରୁ ରାଜ୍ୟବ୍ୟାପୀ ଧର୍ମଘଟ କରିବାକୁ…
ତାଜା ଖବର ରାଜ୍ୟ Anganwadi workers: ଭୁବନେଶ୍ବର ଗାନ୍ଧି ମାର୍ଗରେ ଅଙ୍ଗନବାଡି କର୍ମୀଙ୍କ ବିଶାଳ ସମାବେଶ November 24, 2025 Papirani ଭୁବନେଶ୍ବର ଗାନ୍ଧି ମାର୍ଗରେ ଅଙ୍ଗନବାଡି କର୍ମୀଙ୍କ ବିଶାଳ ସମାବେଶ । ଭୁବନେଶ୍ୱରରେ ଗର୍ଜିଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶିକ୍ଷକ ମାନ୍ୟତା ଦାବି, ଦରମା ୧୮ ହଜାର ଟଙ୍କାକୁ ବୃଦ୍ଧି ଦାବି…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ; ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ September 23, 2025 Papirani ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡିର ପ୍ରତିବାଦ। ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ଶହ ଶହ ସଂଖ୍ୟାରେ କର୍ମୀ । ବହୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ସାମିଲ ହୋଇଛନ୍ତି । ପ୍ରତାପ ଜେନା,…
ତାଜା ଖବର ରାଜ୍ୟ ସାର ସମସ୍ୟାକୁ ନେଇ ରାଜଭବନ ସାମ୍ନାରେ ବିଜେଡିର ହଲ୍ଲାବୋଲ September 15, 2025 Papirani ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ସାର ସଙ୍କଟ। ରାଜ୍ୟରେ ଚାଲିଥିବା ସାର ସଙ୍କଟ ବିରୋଧରେ ଆଜି ରାଜଭବନ ଆଗରେ ବିଜେଡିର ହଙ୍ଗାମା ଦେଖିବାକୁ ମିଳିଛି। ବିଜେଡି ରାଲି କରି ରାଜଭବନ ଆଡ଼କୁ ଯାଉଥିବା ବେଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।…
ତାଜା ଖବର ବିଶ୍ୱ ନେପାଳରେ ବଢ଼ିଲା କର୍ଫ୍ୟୁ September 11, 2025 Papirani ନେପାଳରେ ବଢ଼ିଲା କର୍ଫ୍ୟୁ। ସ୍ଥିତି ସୁଧୁରୁଥିବା ସତ୍ତ୍ବେ ନେପାଳରେ ବଢ଼ିଲା କର୍ଫ୍ୟୁ । କାଠମାଣ୍ଡୁ, ଲଲିତପୁର, ଭକ୍ତପୁର ଜିଲ୍ଲାରେ ବଢ଼ିଲା କର୍ଫ୍ୟୁ । କାଲି ସକାଳ ୬ଟା ଯାଏଁ କର୍ଫ୍ୟୁ ବଢ଼ାଇଲା ନେପାଳ ସେନା । ଗହଳି ନ କରି ଛୋଟ…
ତାଜା ଖବର ବିଶ୍ୱ ଫ୍ରାନ୍ସରେ ବିକ୍ଷୋଭ: ୨୦୦ ଗିରଫ September 10, 2025 Papirani ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ କରି ୨୦୦ ଗିରଫ । ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର…
ତାଜା ଖବର ରାଜ୍ୟ ବିଏମ୍ସି ଅଫିସ୍ ଆଗରେ କର୍ପୋରେଟରଙ୍କ ଧାରଣା September 10, 2025 Papirani ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଫିସ୍ ସମ୍ମୁଖରେ ୩୭ ନଂ ୱାର୍ଡ କର୍ପୋରେଟରଙ୍କ ଧାରଣା । ବିଏମ୍ସି ଅଫିସ୍ ଆଗରେ ଧାରଣାରେ ବସିଲେ କର୍ପୋରେଟର ବନ୍ଦିତା ପାଲ । ୩ ବର୍ଷ ହେବ କୋଣସି କାମ ହେଉ ନଥିବା ଅଭିଯୋଗରେ ଧାରଣା ବସିଥିବା…
ତାଜା ଖବର ରାଜ୍ୟ ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ଆଜି ୧୨ ଘଣ୍ଟିଆ ବିଜେଡିର ରାଇଘର ବ୍ଲକ ବନ୍ଦ ଡାକରା August 11, 2025 Papirani ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ପ୍ରତିବାଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଇଛି ବିଜେଡି । ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ଡାକରା ଦେଇଛି ବିଜେଡି ।…
ତାଜା ଖବର ରାଜ୍ୟ ବଳଙ୍ଗାରେ କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା August 10, 2025 Papirani ଦିନକୁ ଦିନ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନାକୁ ନେଇ କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା । ବଳଙ୍ଗାରେ କଂଗ୍ରେସର ‘ନାରୀ ନ୍ୟାୟ’ ପଦଯାତ୍ରା ଆରମ୍ଭ ହୋଇଛି । ବଳଙ୍ଗା ଝିଅକୁ ନ୍ୟାୟ ଦେବା ଏବଂ ନାରୀଙ୍କ ସୁରକ୍ଷା ପାଇଁ କଂଗ୍ରେସ ଦଳର…