ତାଜା ଖବର ରାଜ୍ୟ Bhakta Das Blames BJP and BJD for Ganjam Floods: ଗଞ୍ଜାମ ବନ୍ୟା ପରିସ୍ଥିତି ପାଇଁ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ଦାୟୀ କଲେ ଭକ୍ତ ଦାସ November 10, 2026 Nirvay ଗଞ୍ଜାମ ବନ୍ୟା ପାଇଁ ଉଭୟ ବିଜେପି ଓ ପୂର୍ବତନ ବିଜେଡି ସରକାର ଦାୟୀ । ଠିକ୍ ସମୟରେ ଡ୍ୟାମ୍ର ଗେଟ୍ ନ ଖୋଲି ଜଳ ପରିଚାଳନାରେ ତ୍ରୁଟି କରିଥିବାରୁ ବର୍ତ୍ତମାନର ବିଜେପି ସରକାର ଏହି ବନ୍ୟା ପାଇଁ ଦାୟୀ । ସେହିପରି…
ତାଜା ଖବର ରାଜ୍ୟ BJD Accuses BJP of Election Violence: ନିର୍ବାଚନ ହାରିବା ଭୟରେ ବିଜେପି ହିଂସାର ଆଶ୍ରୟ ନେଉଛି: ବିଜେଡି October 10, 2026 Nirvay ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ନେତାମାନେ ହିଂସା ଓ ଅପହରଣର ଆଶ୍ରୟ ନେଉଛନ୍ତି । ବିଜେପିକୁ ନିର୍ବାଚନ ପରାଜୟ ଭୟ ଘାରିଛି । ବିସିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ବିଜେପିର ମନ୍ତ୍ରୀ ଓ ବିଧାୟକମାନେ ଚାପ…
ରାଜନୀତି Dharmendra Misleading People on Bauxite Issue: ବକ୍ସାଇଟ୍ ମାମଲାରେ ଜନତାଙ୍କୁ ଭ୍ରମିତ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି October 2, 2026 Nirvay ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସାରା ଦେଶରେ ଅପଦସ୍ଥ ହେବା ପରେ ନିକଟରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ନବୀନ ସରକାରଙ୍କ ଅମଳରେ ବକ୍ସାଇଟ୍ ଆବଣ୍ଟନକୁ ନେଇ ସୋସିଆଲ ମିଡିଆରେ ଯେଉଁ ମତ…
ତାଜା ଖବର Govt must be accountable for Women’s Safety: ନାରୀ ସୁରକ୍ଷା ଉପରେ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ: ବିଜେଡି June 20, 2026 Nirvay ଦିନେ ଶାନ୍ତିପ୍ରିୟ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଥିବା ଓଡିଶା ଏବେ ଦୁର୍ନୀତି, ଭିଡହିଂସା, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳାର ଅଧୋଗତି ପାଇଁ ସାରା ବିଶ୍ୱରେ ଅପଖ୍ୟାତି ଅର୍ଜନ କରୁଛି । ଏହାର ଉଦାହରଣ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଦୁଇ…
ତାଜା ଖବର ରାଜ୍ୟ BJP Using Govt Offices For Party Activities: ସରକାରୀ କାର୍ଯ୍ୟାଳୟକୁ ଦଳୀୟ କାର୍ଯ୍ୟାଳୟ ପରିଣତ କରିବାକୁ ଉଦ୍ୟମ କରୁଛି ବିଜେପି: ବିଜେଡି January 14, 2026 Papirani ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛି ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ଶାସନ ବ୍ୟବସ୍ଥା ଭୁଷୁଡିବାରେ ଲାଗିଥିବା ବେଳେ ଏବେ ସରକାରୀ…
ତାଜା ଖବର ରାଜନୀତି ରାଜ୍ୟ BJD Press Meet on Dhenkanal Mine Incident: ସରକାରୀ ଛତ୍ରଛାୟାରେ ହେଉଛି ଖଣି ଲୁଟ: ବିଜେଡି January 5, 2026 Papirani ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳରେ ଖଣି ବିସ୍ଫୋରଣ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଢେଙ୍କାନାଳ ଜିଲ୍ଲାର…
ତାଜା ଖବର ରାଜନୀତି ରାଜ୍ୟ Congress Press Meet: ମୋକିମ ବିଜେପିର ବ୍ୟାଖ୍ୟାନର କ୍ରୀଡ଼ନକ ସାଜିଛନ୍ତି: ଅରବିନ୍ଦ ଦାସ December 15, 2025 Papirani ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କାର ବିଷୟକୁ ନେଇ ଆଜି କଂଗ୍ରେସ ଗଣମାଧ୍ୟମ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗତ ୫ ଦିନ ଧରି ବିଜେପିର ଭୁଲ୍ ବ୍ୟାଖ୍ୟାନ…
ତାଜା ଖବର ରାଜନୀତି ରାଜ୍ୟ ଏଫଏମ ଛାତ୍ରୀ ମୃତ୍ୟୁ ଘଟଣା; ଶାସକ ଦଳର ସମ୍ପୃକ୍ତି ଧରାପଡ଼ିଯିବା ଭୟରେ ଆଇଜିଙ୍କୁ ତଦନ୍ତରୁ କରାଗଲା ଅନ୍ତର: ବିଜେଡି August 7, 2025 Papirani ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଦାୟିତ୍ୱରେ ଥିବା ଆଇଜି ଏସ୍. ସାଇନି ହଠାତ୍ ଛୁଟିରେ ଯିବା ଓ ତାଙ୍କ ସ୍ଥାନରେ ଅନ୍ୟ ଏକ ଅଧିକାରୀଙ୍କୁ ସ୍ଥାନିତ କରିବା ନିଷ୍ପତ୍ତିକୁ ନେଇ ତଦନ୍ତ ବାଟବଣା ହେବାର ସନ୍ଦେହ ସୃଷ୍ଟି ହୋଇଛି…
ତାଜା ଖବର ରାଜନୀତି ରାଜ୍ୟ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ସରକାରଙ୍କ ଉଦାସନୀତାକୁ ନେଇ ପ୍ରଶ୍ନ କଲା ବିଜେଡି March 3, 2025 Papirani ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ । ଦିନକ ପରେ ପଞ୍ଚାୟତିରାଜ ଦିବସ ଥିବା ବେଳେ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି ଆଜି ସାମ୍ୱାଦିକ ସମ୍ମିଳନୀ ମଧ୍ୟମରେ ଅଭିଯୋଗ ଆଣିଛି ବିଜେଡ଼ି। ଗଣମାଧ୍ୟମରେ ବିଜେଡି…
ତାଜା ଖବର ରାଜନୀତି ରାଜ୍ୟ ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି: ଅନିଲ ବିଶ୍ୱାଳ October 1, 2024 Nirvay ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ…