Tag: pranab balabantaray

Violence in Dharmasala: ଧର୍ମଶାଳାରେ ରାଜନୈତିକ ଉତ୍ତେଜନା: ପୂର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟଙ୍କ ଗାଡ଼ି ଉପରକୁ ଟେକାମାଡ଼

ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ପୁଣି ଥରେ ରାଜନୈତିକ ହିଂସା ଦେଖାଦେଇଛି। ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ଟେକାମାଡ଼ କରିଥିବା ଅଭିଯୋଗ ହୋଇଛି। ଗଡ଼ମାଧବପୁର ପଞ୍ଚାୟତ ସଭାପତିଙ୍କ ବାସଭବନରେ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ…

Illegal Encroachment: ଉଚ୍ଛେଦ ହେଲା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବେଆଇନ ଫାର୍ମ ହାଉସ

ପୂର୍ବତନ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବେଆଇନ ଫାର୍ମ ହାଉସ ଉପରେ ହୋଇଛି ବୁଲ୍‌ଡୋଜର ଆକ୍ସନ । ବେଆଇନ ସରକାରୀ ଜମି ଜବରଦଖଲ ଅଭିଯୋଗରେ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ଜଡିତ ଥିବା ଏକ ଫାର୍ମହାଉସକୁ ଯାଜପୁର ପ୍ରଶାସନ…

Dharmasala Violence: ଧର୍ମଶାଳା ଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଗିରଫ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସରେ ଦଳୀୟ ବୈଠକ କରୁଥିବା ବିଜେଡି କର୍ମୀମାନଙ୍କୁ ଆକ୍ରମଣ କରିବା ଘଟଣାରେ ଜେନାପୁର ପୋଲିସ ଆଜି ଚାରି ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର…

ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ 

ଯାଜପୁରରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଧର୍ମଶାଳାରେ ବିଜେଡି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ । ଠେଙ୍ଗାରେ ପିଟି ଗାଡ଼ି ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ଜଣାପଡିଛି। ଯାଜପୁର ଜିଲ୍ଲା ଧର୍ମଶାଳରେ ଚାଲିଥିବା ମା’ ହିଙ୍ଗୁଳା ଯଜ୍ଞରେ…