Tag: Pradeep Panigrahy

Payment Demand Despite Ayushman Card: ଆୟୁଷ୍ମାନ କାର୍ଡ ଥାଇ ଅର୍ଥ ଦାବି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ବସନ୍ତ ରାଉଳଙ୍କ ଚିକିତ୍ସାକୁ ନେଇ ସୃଷ୍ଟି ହୋଇଥିବା ଜରୁରୀ ସମସ୍ୟା ଉପରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରଶ୍ନ ଉଠାଇଛନ୍ତି । ସାଂସଦଙ୍କ ଅଭିଯୋଗ ଅନୁଯାୟୀ, ବସନ୍ତ ରାଉଳଙ୍କ ନିକଟରେ…