ତାଜା ଖବର ରାଜ୍ୟ PM SVANidhi Samman Awards 2026: ପିଏମ୍ ସ୍ୱନିଧି ପୁରସ୍କାରରେ ଓଡ଼ିଶାର ଐତିହାସିକ ସଫଳତା; ଜାତୀୟ ସ୍ତରରେ ଗୌରବ ଆଣିଲେ ରାସ୍ତାକଡ଼ ବ୍ୟବସାୟୀ November 22, 2026 Papirani ତୃଣମୂଳ ସ୍ତରର ଉଦ୍ୟୋଗୀଙ୍କ ଅଦମ୍ୟ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଜି ଓଡ଼ିଶାକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାରର ‘ଶ୍ରେଷ୍ଠ ପ୍ରଦର୍ଶନକାରୀ – ଦ୍ରୁତତମ ଅଗ୍ରଗାମୀ’ ବର୍ଗରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନ…