ତାଜା ଖବର ରାଜ୍ୟ Tata Power Layoff Decision Withdrawn: ଟାଟା ପାୱାରରେ କାର୍ଯ୍ୟରତ ୩,୧୫୫ ଆଉଟ୍ସୋର୍ସ କର୍ମଚାରୀଙ୍କୁ ଆଶ୍ୱସ୍ତି, ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର November 25, 2026 Nirvay ଟାଟା ପାୱାରରେ କାର୍ଯ୍ୟରତ ଆଉଟ୍ସୋର୍ସ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି । ୩,୧୫୫ ଜଣ ଆଉଟ୍ସୋର୍ସ କର୍ମଚାରୀଙ୍କୁ କାର୍ଯ୍ୟରୁ ବାଦ୍ ଦେବା ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଘୋଷଣା କରିଛନ୍ତି ।…