Tag: Odisha

All-Party Meet Today: ଆଜି ବସିବ ସର୍ବଦଳୀୟ ବୈଠକ

ଓଡ଼ିଶା ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଡାକିଛନ୍ତି। ବିଧାନସଭା ଆରମ୍ଭ ପୂର୍ବରୁ ଆଜି ୧୧ଟା ୩୦ରେ ବସିବ ସର୍ବଦଳୀୟ ବୈଠକ ।…

Well Marked Low Pressure Area Over BoB: ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ; ସେପ୍ଟେମ୍ବର ୨୩ ସୁଦ୍ଧା ଉପକୂଳ ଛୁଇଁବ ଗଭୀର ଅବପାତ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଏହି ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ…

MMDR Amendment Act: ଖଣି ଆଇନ ସଂଶୋଧନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ପତ୍ର ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପର୍କରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି । ନବୀନ ପଟ୍ଟନାୟକ ଲେଖିଥିବା ତାଙ୍କ ଦ୍ୱିତୀୟ…

Shree Jagannath Darshan Yojana Launched: ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ

ରାଜ୍ୟ ସରକାରଙ୍କ ପକ୍ଷରୁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ଲୋକସେବା ଭବନରୁ Virtual ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାର ଉଦ୍‌ଘାଟନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ…

TextBooks Errors Row: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରାଉ କରିବ ବିଜେଡି

ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ନେଇ ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ…

Commissionerate Police Bans Social Media Posts in Uniform: ପୋଲିସଙ୍କ ପାଇଁ ସୋସିଆଲ ମିଡିଆ କଟକଣା: ଗାଇଡ୍‌ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ

ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ନେଇ କଡ଼ା ନିୟମ ଆଣିଛି କମିଶନରେଟ୍ ପୋଲିସ। ଏଣିକି କର୍ତ୍ତବ୍ୟରତ ସମୟରେ କିମ୍ବା ୟୁନିଫର୍ମ ପିନ୍ଧି ସୋସିଆଲ ମିଡିଆରେ ଫଟୋ, ଭିଡିଓ କିମ୍ବା କୌଣସି ପୋଷ୍ଟ କରିବା ଉପରେ ସମ୍ପୂର୍ଣ୍ଣ…

Police Encounter in Sambalpur: ସମ୍ବଲପୁରରେ କଫ୍ ସିରପ୍ ବେପାରୀକୁ ପୋଲିସର ଏନ୍‌କାଉଣ୍ଡର

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୋଲିସ ଷ୍ଟେସନ୍ ସୀମାନ୍ତରେ ଏକ ପୋଲିସ ଏନକାଉଣ୍ଟର ଘଟିଛି। ଏହି ଗୁଳିକାଣ୍ଡରେ ଜଣେ କଫ୍ ସିରପ୍ ବେପାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଅଭିଯୁକ୍ତଙ୍କ ନାମ ପ୍ରୀତମ ବିଶ୍ୱାଳ ବୋଲି ଜଣାପଡ଼ିଛି। ଗୁଳିବାଜି ଆହତ ହେବା ପରେ…

Vigilance Nabs ICDS Supervisor And JRA: ଲାଞ୍ଚ ନେଇ ଧରାପଡ଼ିଲେ ICDS ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ICDS ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘର ଭଡ଼ା ରିଲିଜ୍ କରିବା ପାଇଁ ୩୦ ହଜାର…

Chhattisgarh CM’s 2-Day Odisha Visit: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ଗସ୍ତ କାଳରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯାଇ ତାଙ୍କ ସହ ପ୍ରାୟ ଏକ ଘଣ୍ଟା ୧୫ ମିନିଟ ଆଲୋଚନା କରିବେ। ବୈଠକରେ…