Tag: Odisha

Census Training 2026: ଜନଗଣନା ଟ୍ରେନିଂ ସମୟ ପରିବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ଜନଗଣନା ଟ୍ରେନିଂ ସମୟ ପରିବର୍ତ୍ତନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ । ଚିଠି ଲେଖି ଅନୁରୋଧ କଲେ ମାଟ୍ରିକ ଖାତା ଦେଖୁଥିବା ଶିକ୍ଷକ । ଗୋଟିଏ ସମୟରେ ଜନଗଣନା ତାଲିମ ଏବଂ ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶିକ୍ଷକ। ମୂଲ୍ୟାୟାନ…

Electric Death In Odisha: ୩ ବର୍ଷରେ ବିଦ୍ୟୁତ ଆଘାତ ଯାଇଛି ୨୧୦ ଜଣଙ୍କ ଜୀବନ: ଉପମୁଖ୍ୟମନ୍ତ୍ରୀ

୩ ବର୍ଷରେ ବିଦ୍ୟୁତ ଆଘାତ ଯାଇଛି ୨୧୦ ଜଣଙ୍କ ଜୀବନ । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଆଜି ଗୃହରେ ବିଭୂତି ଭୂଷଣ ବଳବନ୍ତରାୟ ପଚାରିଥିବା ପ୍ରଶ୍ନ ବିଗତ ତିନି ବର୍ଷରେ ରାଜ୍ୟରେ…

Odisha Assembly: ଲୋକଙ୍କ ରାଜକୋଷର ଅର୍ଥରେ ଚାଲିଛି ବିଧାନସଭା; ବିରୋଧୀଙ୍କ ହଙ୍ଗାମା ପାଇଁ ନଷ୍ଟ ହେଲାଣି ୧୨ କୋଟି: ଆଇନ ମନ୍ତ୍ରୀ

ଶୂନ୍ୟକାଳରେ ବିରୋଧୀଙ୍କୁ କଡ଼ା ଟାର୍ଗେଟ୍‌ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ବିରୋଧୀଙ୍କ ହଙ୍ଗାମା ଯୋଗୁଁ ନଷ୍ଟ ହେଲାଣି ୧୨ କୋଟି ରାଜସ୍ୱ। ସାଧାରଣ ଲୋକଙ୍କ ରାଜକୋଷର ଅର୍ଥରେ ବିଧାନସଭା ଚାଲିଛି । ପ୍ରତିଦିନ ପ୍ରାୟ ୬୮ରୁ…

Malkangiri Bandh: ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା

ଚାରି ଦଫା ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ଜିଲ୍ଲାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି…

Morning Court from April 6: ଏପ୍ରିଲ ୬ ତାରିଖରୁ ସକାଳୁଆ ହେବ ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ

ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ ୬ ତାରିଖରୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ । ତେବେ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର ପାଇଁ ଏହି ସକାଳୁଆ ନିୟମ ଲାଗୁ ହେବନି । କୋରାପୁଟ (ସଦର),…

Ram Navami 2026: ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ

ଆସନ୍ତା ୨୭ ତାରିଖରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେବାକୁ ଯାଉଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏହି ପର୍ବ ପାଳନ ସମୟରେ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ…

Maoist Leader Shukru Surrender: ମୋଷ୍ଟ ୱାଣ୍ଟେଡ୍‌ ମାଓ ନେତା ଶୁକ୍ରୁର ଆତ୍ମସମର୍ପଣ

ମୋଷ୍ଟ ୱାଣ୍ଟେଡ୍‌ ମାଓ ନେତା ଶୁକ୍ରୁର ଆତ୍ମସମର୍ପଣ। ବର୍ଷ ଦିନ ଧରି ପୋଲିସଙ୍କୁ ଚକମା ଦେଉଥିବା ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ‘ଶୁକ୍ରୁ’ ଶେଷରେ ଆତ୍ମସମର୍ପଣ କରିଛି। ଶୁକ୍ରୁକୁ ଆତ୍ମସମର୍ପଣ ପାଇଁ ଆହ୍ବାନ ଦେଇଥିଲା ଓଡ଼ିଶା ପୋଲିସ । ଏକେ-୪୭…

Jal Jeevan Mission 2.0: ଓଡିଶାରେ ଜଳ ପରିଚାଳନାରେ ନୂତନ ଅଧ୍ୟାୟ: ଜଳ ଜୀବନ ମିଶନ ୨.୦ ପାଇଁ MoU ସ୍ଵାକ୍ଷର

ଓଡିଶାରେ ଜଳ ଜୀବନ ମିଶନ ୨.୦ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନ…

Child Labourers Rescued: ୨୦୨୫ ବର୍ଷରେ ଉଦ୍ଧାର ହୋଇଛନ୍ତି ୧୫୯ ଜଣ ଶିଶୁ ଶ୍ରମିକ: ଗଣେଶ ରାମ ସିଂ ଖୁଣ୍ଟିଆ

୨୦୨୫ ବର୍ଷରେ ୧୫୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ କହିଛନ୍ତି ରାଜ୍ୟରେ…

Odisha Assembly: ବିଧାନସଭାରେ ଥମୁନି ଏସସିବି ତାତି; ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା

ବିଧାନସଭାରେ ଥମୁନି ଏସସିବି ପ୍ରସଙ୍ଗ । ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ହଙ୍ଗାମା । ଚାଲିପାରିଲାନି ପ୍ରଶ୍ନକାଳ । ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ନାରାବାଜି ଦେଖିବାକୁ ମିଳିଛି। ଏସସିବି ମେଡିକାଲ ପୋଡ଼ି…