Tag: Odisha

Guidelines Issued For Ram Navami: ରାମ ନବମୀ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ରାମ ନବମୀ ପାଇଁ କମିଶନରେଟ୍ ପୁଲିସର ଗାଇଡ୍‌ଲାଇନ୍‌ ଜାରି । ରାମ ନବମୀ ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କଠୋର ଗାଇଡଲାଇନ୍ ଜାରି କରାଯାଇଛି। ବାଇକ୍‌ ରାଲି ପାଇଁ ସ୍ପେଶାଲ ଗାଇଡ୍‌ଲାଇନ୍‌ ଜାରି ହୋଇଛି । ଗୋଟିଏ ବାଇକ୍‌ରେ…

Odisha Assembly: ୨ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ଗଲାଣି ୪୯୫୩ ଜଣଙ୍କ ଜୀବନ

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ୨ ବର୍ଷରେ ମଲେଣି ୪୯୫୩ । ସହାୟତା ରାଶି ପାଇବା ଅପେକ୍ଷାରେ ୪୬୭ ମୃତକଙ୍କ ପରିବାର । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଆଜି ଗୃହରେ…

Odisha Excise Policy: ବଡ଼ଦାଣ୍ଡରେ ମଦ ବିକ୍ରି ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯ । ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି, କିମ୍ବା ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ…

No shortage Of LPG In Odisha: ରାଜ୍ୟରେ ଅଭାବ ନାହିଁ ଗ୍ୟାସ୍‌, ପେଟ୍ରୋଲ୍ ଓ ଡିଜେଲ୍‌: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଗ୍ୟାସ୍‌, ପେଟ୍ରୋଲ୍ ଓ ଡିଜେଲ୍‌ର ଅଭାବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଇନ୍ଧନ ଉପଲବ୍ଧତା ନେଇ ଚିନ୍ତାରେ ନାଗରିକମାନଙ୍କୁ ଆତଙ୍କିତ ନ ହେବାକୁ ଅନୁରୋଧ କରାଯାଇଛି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ…

SDO Of Irrigation Under Vigilance Lens: ଭିଜିଲାନ୍ସ ଜାଲରେ ଗଞ୍ଜାମ ଡହ ଜଳସେଚନ ପ୍ରକଳ୍ପର ଏସଡିଓ

ଭିଜିଲାନ୍ସ ଜାଲରେ ଗଞ୍ଜାମ ଡହ ଜଳସେଚନ ପ୍ରକଳ୍ପର ଏସଡିଓ । ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ୟାଳୟ ପୋଲସରା ଓ ବ୍ରହ୍ମପୁର…

Rukuna Rath Yatra: ଆଜି ପବିତ୍ର ଅଶୋକାଷ୍ଟମୀ; ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଆଜି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ତାଙ୍କ ସହ ରଥରେ ବିରାଜିବେ ଶକ୍ତିସ୍ବରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ୧୦ଟା ୪୫ରୁ ରଥ…

CPET Exam 2026: ମେ’ ୫ ତାରିଖରୁ ଆରମ୍ଭ ହେବ CPET ପ୍ରବେଶିକା ପରୀକ୍ଷା

ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ସାଧାରଣ ପିଜି ପ୍ରବେଶିକା ପରୀକ୍ଷା । ମେ’ ୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ । ସ୍ନାତକୋତ୍ତର…

CM Counters Opposition: ବିରୋଧୀଙ୍କ ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ କଟାକ୍ଷକୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ

ବିରୋଧୀଙ୍କ ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ କଟାକ୍ଷକୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାଉଣ୍ଟର କରିଛନ୍ତି । ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ମୋହନ ମାଝୀ ବିରୋଧୀଙ୍କ ଆଟାକ୍‌କୁ କାଉଣ୍ଟର କରିଛନ୍ତି । ପୂର୍ବ ସରକାରଙ୍କ ଅମଳର କାହାଣୀକୁ ମନେ ପକାଇ…

Odisha Eases City Gas Project: ଓଡ଼ିଶାରେ ପିଏନଜି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ସହରୀ ଗ୍ୟାସ୍ ଭିତ୍ତିଭୂମି ଅନୁମୋଦନ ପ୍ରକ୍ରିୟା ସରଳୀକୃତ

ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ଭିତ୍ତିଭୂମିର ସମ୍ପ୍ରସାରଣକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକର ଅନୁମୋଦନ ପ୍ରକ୍ରିୟାକୁ ସରଳ ଏବଂ…

Rain Alert In Odisha: କାଳବୈଶାଖୀ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର ଆଜି ଓଡ଼ିଶା ପାଇଁ ବର୍ଷା ସତର୍କତା ଜାରି କରିଛି ଏବଂ ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ କାଲି ପର୍ଯ୍ୟନ୍ତ ୮ ଜିଲ୍ଲାକୁ…