Tag: Odisha

India-US Trade Agreement: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରେ ଓଡ଼ିଶାକୁ ବିଶ୍ୱ ପ୍ରଯୁକ୍ତି ଏବଂ ବୟନଶିଳ୍ପରେ ମିଳିବ ଫାଇଦା: ମୁଖ୍ୟମନ୍ତ୍ରୀ

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପରେ ଓଡ଼ିଶା ପାଇଁ ମଧ୍ୟ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଏ ନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Koraput Naxal Free: ନକ୍ସଲ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା: ଡିଆଇଜି

ଆଜିଠୁ ନକ୍ସଲ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା । ମାଓ ଦମନ କ୍ଷେତ୍ରରେ କୋରାପୁଟ ପୋଲିସକୁ ଏକ ବଡ଼ ସଫଳତା ପ୍ରାପ୍ତି ହୋଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ।…

NDC Officers Meet Odisha CM: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ‘ନ୍ୟାସନାଲ୍ ଡିଫେନ୍‌ସ କଲେଜ୍’ ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଡିଫେନ୍‌ସ କଲେଜ୍‌ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀ…

‘Ama Sathi’ WhatsApp Bot Launched: ‘ଆମ ସାଥୀ’ ୟୁନିଫାଏଡ୍‌ ହ୍ଵାଟସଆପ୍ ବଟ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏଣିକି ହ୍ଵାଟସଆପ୍ ରେ ମିଳିବ ରାଜସ୍ୱ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ନୂତନ ହ୍ଵାଟସଆପ୍ ବଟ ଉନ୍ମୋଚନ କରିଛନ୍ତି । ଏହି ବଟ ମାଧ୍ୟମରେ ରାଜସ୍ୱ ସେବା ପ୍ରଦାନ କରାଯିବ । ଏଣିକି…

Mahanadi Water Dispute: ଲୋକସଭାରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଲୋକ ସଭାରେ ମହାନଦୀ ଜଳ ବିବାଦ ବିଷୟ ଉଠେଇଥିଲେ । ଛତିଶଗଡ଼ରେ ଉପର ବନ୍ଧ ନିର୍ମାଣର ପ୍ରଭାବ ଓ ଟ୍ରିବ୍ୟୁନାଲ କାର୍ଯ୍ୟବିଧିର ସ୍ଥିତି ବିଷୟରେ ସେ ଜଳ ଶକ୍ତି ମନ୍ତ୍ରାଳୟକୁ ତଥ୍ୟ ମାଗିଥିଲେ । ଛତିଶଗଡ…

Spelling Change Of 24 Places In Odisha: ୧୧ ଟି ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ

ଏବେ ଓଡ଼ିଆ ଅନୁସାରେ ରହିବ ଇଂରାଜୀ ନାମ । ଓଡ଼ିଶା ସରକାର ରାଜ୍ୟର ୧୧ଟି ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସଂଶୋଧନ ଅନୁସାରେ, ଓଡ଼ିଆ ନାମ ଅନୁସାରେ ଇଂରାଜୀ ସ୍ପେଲିଙ୍ଗ ରହିବ…

Pending BSNL Dues: BSNLର ବକେୟା ଅର୍ଥ ୨୮.୫୪ କୋଟି ଟଙ୍କା ଦେୟ ପରିଶୋଧ ପାଇଁ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଟେଲିକମ୍‌ ସେକ୍ଟରରେ ଓଡିଶାର ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)ରେ ବକେୟା ରହିଛି ୨୮.୫୪ କୋଟି ଟଙ୍କା। ବକେୟା ଟଙ୍କା ପରିଶୋଧ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହିପାଇଁ ସିନ୍ଧିଆ ମୁଖ୍ୟମନ୍ତ୍ରୀ ମୋହନ…

Operation Anwesan 2: ଅପରେସନ୍‌ ଅନ୍ବେଷଣ-୨: ଉଦ୍ଧାର ହେଲେ ୫୪୫୧ ନିଖୋଜ ବ୍ୟକ୍ତି

ଅପରେସନ୍‌ ଅନ୍ବେଷଣ-୨ରେ ୫୪୫୧ ନିଖୋଜ ବ୍ୟକ୍ତି ଉଦ୍ଧାର ।ପରିବାରଠାରୁ ବିଚ୍ଛିନ୍ନ ୫୪୫୧ ନିଖୋଜ ଶିଶୁ ଓ ମହିଳା ଉଦ୍ଧାର । ଡିଜିପି ଖୁରାନିଆଙ୍କ ନିର୍ଦ୍ଦେଶରେ ଚାଲିଥିଲା ଅପରେସନ୍‌ ଅନ୍ବେଷଣ-୨ । ଅଭିଯାନରେ ସବୁ ଜିଲ୍ଲା ଓ ସହରାଞ୍ଚଳ ପୋଲିସ ସକ୍ରିୟ ଭାବେ…

Global Eco-tourism Hub of Satkosia: ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍; ବ୍ୟୟ ହେବ ୧୦୦ କୋଟି

ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍ । ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ସବିଶେଷ ପ୍ରକଳ୍ପ ରିପୋର୍ଟ (DPR) କୁ ଅନୁମୋଦନ ମିଳିଛି। ୯୯ କୋଟି ୭୫ ଲକ୍ଷର…

Free Uniforms To ‘Shishu Vatika’ Students: ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ସରକାରୀ ସ୍କୁଲର ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ । ଫେବ୍ରୁଆରୀ ୧୫ ସୁଦ୍ଧା ମାଗଣା ପୋଷାକ ଏବଂ ଆନୁସାଙ୍ଗିକ ସାମଗ୍ରୀ ବଣ୍ଟନ ଶେଷ କରିବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ…