ଆଜିଠୁ ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ । ଚତୁର୍ଦ୍ଧା ବିଗ୍ରହ ଜନ୍ମବେଦିରେ ବିରାଜମାନ କରିଛନ୍ତି। ଏଥିପାଇଁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏଥି ସହିତ ଆଜି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା ମିଳିବ। ଆଜିଠାରୁ ଆଡ଼ପ ଦର୍ଶନ, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। Post navigation Odisha to Host Investors’ Road Show in Delhi: ଅଗଷ୍ଟରେ ଦିଲ୍ଲୀରେ ହେବ ‘ଇନଭେଷ୍ଟର୍ସ ରୋଡ୍ ସୋ’ Hirakud Dam Opens: ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍