Tag: Odisha

BKPPER Project: ଖୁବଶୀଘ୍ର ଆରମ୍ଭ ହେବ ରାଜ୍ୟରେ BKPPER ପ୍ରକଳ୍ପ: ମୁଖ୍ୟ ଶାସନ ସଚିବ

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ । ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଓ ଋଣ ମିଳିବା ପୂର୍ବରୁ ନିଜସ୍ୱ ଅର୍ଥରେ ଆରମ୍ଭ ହେବ ପ୍ରକଳ୍ପ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ…

President Murmu to Visit Berhampur: ସ୍ୱତନ୍ତ୍ର ଟ୍ରେନ୍‌ରେ ବ୍ରହ୍ମପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି

ସ୍ୱତନ୍ତ୍ର ଟ୍ରେନ୍‌ରେ ବ୍ରହ୍ମପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ରେଲୱେ ଷ୍ଟେସନରୁ ରାଷ୍ଟ୍ରପତିଙ୍କୁ ନେଇ ବ୍ରହ୍ମପୁର ବାହାରିଲା ଟ୍ରେନ୍‌ । ରାଷ୍ଟ୍ରପତିଙ୍କ ଟ୍ରେନକୁ ଏସ୍କର୍ଟ କରିବ ୨ଟି ସ୍ୱତନ୍ତ୍ର ଟ୍ରେନ୍। ବ୍ରହ୍ମପୁରରୁ କାରରେ ତପ୍ତପାଣି ଯିବେ ରାଷ୍ଟ୍ରପତି ।…

PM Fasal Bima Yojana: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନାମ ପଞ୍ଜୀକରଣ ଅବଧି ବୃଦ୍ଧି

ଓଡ଼ିଶାରେ ଖରିଫ ୨୦୨୬ ପାଇଁ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ (PMFBY) ଅଧୀନରେ ନାମ ପଞ୍ଜୀକରଣର ସମୟସୀମାକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି. ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ଅନୁରୋଧ କ୍ରମେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ…

Flood Relief: ଓଡ଼ିଶାରେ ବନ୍ୟା ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୧୦ କୋଟି ଟଙ୍କାର ପ୍ରାଥମିକ ସହାୟତା ଘୋଷଣା

ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବନ୍ୟା ବିପନ୍ନଙ୍କ ପାଇଁ ୧୧୦ କୋଟି ଟଙ୍କାର ଏକ ପ୍ରାଥମିକ ବନ୍ୟା ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରିବା…

Odisha Flood Situation: ବନ୍ୟାରେ ୯୬ ଜଣଙ୍କୁ କାମୁଡ଼ିଛି ସାପ: ଜନସ୍ୱାସ୍ଥ୍ୟ ବିଭାଗ

ବନ୍ୟାରେ ୯୬ ଜଣଙ୍କୁ କାମୁଡ଼ିଛି ସାପ। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ. ବସନ୍ତ ପ୍ରଧାନ । ସେ କହିଛନ୍ତି ଅନେକ ସ୍ଥାନରେ ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ…

Odisha Revises BBSA Guidelines: ଭୀମଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଅଭିଯାନ ନିୟମରେ ବଡ଼ ସଂଶୋଧନ; ବଢ଼ିଲା ଆୟ ସୀମା

ରାଜ୍ୟର ଭିନ୍ନକ୍ଷମମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି କ୍ରମେ ଓଡ଼ିଶା ସରକାର ‘ଭୀମଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଅଭିଯାନ’ (BBSA) ଯୋଜନାର ଗାଇଡ୍‌ଲାଇନ୍ ବା ନିୟମାବଳୀରେ ବ୍ୟାପକ ସଂଶୋଧନ କରିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ଆହୁରି ଅଧିକ ପ୍ରସାରିତ କରିବା…

Odisha Floods: ବନ୍ୟା କ୍ଷୟକ୍ଷତି ଆକଳନ ଆରମ୍ଭ: ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା

ରାଜ୍ୟରେ ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେଉଁ ସବୁ ସ୍ଥାନରୁ ବନ୍ୟା ପାଣି ସମ୍ପୂର୍ଣ୍ଣ ଭାବେ ନିଷ୍କାସିତ…