Tag: Odia girl death

Odia Girl Dies In Hyderabad: ହାଇଦ୍ରାବାଦରେ ଦୁର୍ଘଟଣା: ସାଂସଦଙ୍କ ପୁଅର କାର୍ ଧକ୍କାରେ ଓଡ଼ିଶା ଝିଅଙ୍କ ମୃତ୍ୟୁ

ହାଇଦ୍ରାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଓଡ଼ିଶା ଝିଅଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ ଆଷ୍ଟନ୍ ମାର୍ଟିନ୍ ବିଳାସପୂର୍ଣ୍ଣ କାର୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଆନ୍ଧ୍ରପ୍ରଦେଶର ରାଜ୍ୟସଭା ସାଂସଦ…