Tag: Nepal Student sucide

ବିଧାନସଭା ଗୃହରେ ଆଜି ଅପରାହ୍ନ ୩ ଟାରେ ହେବ କିଟ୍ ପ୍ରସଙ୍ଗର ଶୁଣାଣି

କିଟ୍ ପ୍ରସଙ୍ଗରେ ଆଜି ବିଧାନସଭା ଗୃହରେ ହେବ ଶୁଣାଣି । ଅପରାହ୍ନ ୩ଟାରେ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି। ଗୃହରେ ମୁଲବତୀ ପ୍ରସ୍ତାବ ବେଳେ ଏନେଇ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ । କିଟ୍ ପ୍ରସଙ୍ଗରେ ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଫ୍ୟାକ୍ଟ…

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ

କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏବେ ସାମ୍ନାକୁ ଆସିଛି ମୃତ ଛାତ୍ରୀଙ୍କ ହାତଲେଖା ସୁଇସାଇଡ ନୋଟ । ପୋଲିସ ହାତରେ ଲାଗିଛି ଛାତ୍ରୀଙ୍କ ସୁଇସାଇଡ ନୋଟ । ସୁଇସାଇଡ୍‌ ନୋଟଟି ନେପାଳୀ ଭାଷାରେ…

କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ୫ ଗିରଫ

କିଟ୍‌ କଲେଜରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ୫ ଜଣ ଗିରଫ । ପୋଲିସ ପ୍ରାଥମିକ ଭାବରେ ତଦନ୍ତ କରି ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ କରିଥିବା ସୂଚନା ମିଳିଛି। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର,…

କିଟ୍‌ ଘଟଣା: ପିଲାଙ୍କୁ ଫେରାଇ ଆଣିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ

କିଟ୍‌ ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପିଲାଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି କ୍ୟାମ୍ପସ୍‌ ଛାଡ଼ିଥିବା ପିଲା ବର୍ତ୍ତମାନ କେଉଁଠି ଅଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇବେ ।କେତେ ପିଲା ଫେରୁଛନ୍ତି…

କ୍ଷମା ମାଗିଲା କିଟ; ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କଲା କାର୍ଯ୍ୟାନୁଷ୍ଠାନ ଘୋଷଣା

ଭୁବନେଶ୍ୱର କିଟ୍ କଲେଜରେ ଛାତ୍ରୀ ମୃତ୍ୟୁ ମାମଲାରେ ଦୁଃଖ ପ୍ରକାଶ କରିବା ସହ ସଫେଇ ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ। ଏହି ଘଟଣା ଦୁଃଭାର୍ଗଜନକ କହିବା ସହ ତଦନ୍ତ ପରେ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ଏଥିସହ…