Tag: NEET

ନିଟ ପେପର ଲିକ ମାମଲା: ଭୁବନେଶ୍ୱରରୁ ଜଣେ ଗିରଫ

ନିଟ ପେପର ଲିକ ମାମଲାରେ ଭୁବନେଶ୍ୱରରୁ ଜଣଙ୍କୁ ଗିରଫ କରିଛି ସିବିଆଇ । ସେ ହେଲେ ସୁଶାନ୍ତ କୁମାର (୩୪)। ନିଟ୍ ପେପର ବିତରଣରେ ସୁଶାନ୍ତଙ୍କ ହାତ ଥିବା ଅଭିଯୋଗ ହେଉଛି । ସୁଶାନ୍ତଙ୍କୁ ଭୁବନେଶ୍ବରରୁ ପାଟଣା ନିଆଯାଇଛି । ସୁଶାନ୍ତ…

ନିଟ୍‌ ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ରକି ଗିରଫ

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ରଂଜନ ଓରଫ ରକିକୁ ଗିରଫ କରାଯାଇଛି । ଝାଡ଼ଖଣ୍ଡରୁ ରକିକୁ ଗିରଫ କରିଛି ସିବିଆଇ। ଗୁରୁବାର ତାକୁ ପାଟନା ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ରକିକୁ ୧୦ ଦିନିଆ ସିବିଆଇ ରିମାଣ୍ଡକୁ…

ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲା: CBIକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନିଟ୍ ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ତଦନ୍ତର ଅଗ୍ରଗତି ନେଇ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ଛଡା ଜୁଲାଇ ୧୦ ତାରିଖ ସୁଦ୍ଧା ଏନଟିଏ, ସିବିଆଇ…

ଅଗଷ୍ଟ ୧୧ରେ NEET-PG ପରୀକ୍ଷା

ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG ପରୀକ୍ଷା ପାଇଁ ମେଡିକାଲ ସାଇନ୍ସ ଜାତୀୟ ପରୀକ୍ଷା ବୋର୍ଡ ତାରିଖ ଘୋଷଣା କରିଛି। ଅଗଷ୍ଟ ୧୧ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଏଜେନ୍ସି ପକ୍ଷରୁ…

NEET UGର ସଂଶୋଧିତ ମେଧା ତାଲିକା ପ୍ରକାଶିତ

ପ୍ରକାଶ ପାଇଲା NEET-UG ୨୦୨୪ର ସଂଶୋଧିତ ମେଧା ତାଲିକା । ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। NTA ପକ୍ଷରୁ ସଂଶୋଧିତ ମେଧା ତାଲିକା ନେଇ ସୂଚନା ଜାରି କରାଯାଇଛି। ଜୁନ ୨୩ରେ ରିଟେଷ୍ଟ ଦେଇଥିବା…

ନିଟ୍, ପିଜି ପରୀକ୍ଷା ବାତିଲ ପରେ ବଢୁଛି ଅସନ୍ତୋଷ

ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତକୁ ନେଇ ସାରା ଦେଶରେ ବଢୁଛି ଅସନ୍ତୋଷ। ବର୍ଷ ବର୍ଷ ଧିର ପରିଶ୍ରମ କରିଥିବା ପିଜି ଛାତ୍ର ଛାତ୍ରୀ ଏହି ସ୍ଥଗିତାଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଯେ ବୌଦ୍ଧିକ ବିକାଶରେ ବାଧା ନୁହେଁ,…

ନିଟ୍‌ ବିବାଦ: ଦୁଇ ଶିକ୍ଷକଙ୍କୁ ପଚରାଉଚରା କଲା ଏଟିଏସ୍‌

ନିଟ୍‌ ୟୁଜି ମାମଲାରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ପରୀକ୍ଷାର୍ଥୀଙ୍କ ସମେତ ସେମାନଙ୍କ ଅଭିଭାବକ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି । ଏହାରି ମଧ୍ୟରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ପୋଲିସ ବିହାର ସମେତ ଅନ୍ୟ…

ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ

ଦେଶରେ ସ୍ଥଗିତ ହେଲା ସ୍ଥଗିତ ହେଲା NEET-PG (ନିଟ୍-ପିଜି) ପ୍ରବେଶିକା ପରୀକ୍ଷା । NTA ଦ୍ୱାରା ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ସ୍ଥଗିତ କରାଯାଇଛି । ନିକଟରେ ବିଭିନ୍ନ ପରୀକ୍ଷାକୁ ନେଇ ଅନିୟମିତତା ଅଭିଯୋଗ ପରେ ଏ ପଦକ୍ଷେପ ନିଆଯାଇଛି ।…

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ହଟିଲେ ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂ

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ପରୀକ୍ଷା ।ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂଙ୍କୁ ହଟେଇ ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଏବେ ସେ ଇଣ୍ଡିଆ…

ନିଟ ବିବାଦ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରେସମିଟ

ନିଟ ବିବାଦ ନେଇ ପ୍ରେସମିଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ ବୋଲି କହିଛନ୍ତି। କୌଣସି ବୁଝାମଣା ହେବ ନାହିଁ। ବିହାର ସରକାର ସହ ଆମେ ସମ୍ପର୍କରେ ଅଛୁ। ଖୁବଶୀଘ୍ର ବିସ୍ତୃତ…