Tag: Naveen’s Foreign Trip

Congress Calls Ex-CM Tour Probe Political Drama: ବିଜେଡି ସହ ଦୂରତା ଦେଖାଇବାକୁ ତଦନ୍ତ ନାଟକ କରୁଛନ୍ତି ମୁଖ୍ୟମନ୍ତ୍ରୀ: ଭକ୍ତ ଚରଣ ଦାସ

ରାଜ୍ୟ ରାଜନୀତିରେ ପୁଣି ସରଗରମ ହୋଇଛି ବିଦେଶ ଗସ୍ତ ତଦନ୍ତ ପ୍ରସଙ୍ଗ। କ୍ଷମତାକୁ ଆସିବାର ଦୀର୍ଘ ୨୯ ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ ଅଧିକାରୀ ପାଣ୍ଡିଆନ ଓ ରବିକାନ୍ତଙ୍କ ଜାପାନ ଓ ଭାଟିକାନ ଗସ୍ତର ତଦନ୍ତ…