ତାଜା ଖବର ରାଜ୍ୟ Missing Naidu Commission File Case: ନାଇଡୁ କମିଶନ ଫାଇଲ୍ ହଜିବା ଘଟଣା; ୩ ଜଣଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ October 5, 2026 Papirani ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଷ୍ଟିସ ନାଇଡୁ କମିଶନ ତଦନ୍ତ ଫାଇଲ ନିଖୋଜ ହେବା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ତୀବ୍ର ଚର୍ଚ୍ଚା ଜାରି ରହିଛି। ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଦୀର୍ଘ ଚାରି ମାସ ଧରି ଉଦ୍ୟମ ଚଳାଇଥିଲେ ବି…