Tag: Madhu Babu Pension

Pension Disbursement on November 25: ଆସନ୍ତା ୨୫ରେ ମିଳିବ ଭତ୍ତା: ପଞ୍ଚାୟତ ଓ ୱାର୍ଡ ଅଫିସରେ ନଗଦ ଟଙ୍କା ପାଇବେ ବାକି ଥିବା ନୂଆ ଓ NSAP ହିତାଧିକାରୀ

ରାଜ୍ୟର ଲକ୍ଷ ଲକ୍ଷ ପେନସନ୍ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ମଧୁବାବୁ ପେନସନ୍ ଯୋଜନାରେ ବାକି ରହିଯାଇଥିବା ନୂତନ ହିତାଧିକାରୀ ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ବ୍ୟାଙ୍କ ମାଧ୍ୟମରେ…