Tag: Laxmi bus

ଲକ୍ଷ୍ମୀ ବସ୍‌ରୁ ଲୋଗୋ ଉଭାନ, ଦ୍ଵନ୍ଦରେ ରାଜ୍ୟବାସୀ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପରେ ପରେ ଏବେ ଲକ୍ଷ୍ମୀ ବସ ଯୋଜନାକୁ ନେଇ ଦ୍ଵନ୍ଦରେ ରାଜ୍ୟବାସୀ । ଗ୍ରାମାଞ୍ଚଳରୁ ସହରକୁ ପରିବହନ ସୁବିଧା ଦେବା ନିମନ୍ତେ ପୂର୍ବତନ ରାଜ୍ୟସରକାର କମ ମୂଲ୍ୟରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥିଲେ।…