Tag: KV Singh Deo

ନୂଆ ଏନଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ : କେ.ଭି. ସିଂହଦେଓ

ଭୁବନେଶ୍ୱର: ନିର୍ବାଚନ ଆସିଲେ ବିଜୁ ଜନତା ଦଳ ସରକାର ଲୋକଙ୍କୁ କେବଳ ପ୍ରତିଶ୍ରୁତି ଦିଏ । ନିର୍ବାଚନ ଆସିଲେ ସେହି ପ୍ରତିଶ୍ରୁତି ଭୁଲିଯାଏ । ଆଜି ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ…