Tag: Kolkata Cyber police

Kolkata Cyber Police Raid in BBSR: ୯ ଲକ୍ଷ ଠକେଇ ମାମଲା: ଭୁବନେଶ୍ୱରରେ କୋଲକାତା ସାଇବର ପୋଲିସର ରେଡ୍; ୩ ମହିଳାଙ୍କ ସମେତ ୧୬ ଗିରଫ

ରାଜଧାନୀ ଭୁବନେଶ୍ୱରର ପାହାଳ ଅଞ୍ଚଳରେ ଥିବା ଭାରତ ବିହାରରେ କୋଲକାତା ସାଇବର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ୯ ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାରେ ପୋଲିସ ୩ ମହିଳାଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ…