ତାଜା ଖବର ରାଜ୍ୟ Explosion at NTPC Power Plant: କଣିହାଁ ଏନଟିପିସି ପାୱାର୍ ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ଗୁରୁତର August 22, 2026 Nirvay ଅନୁଗୁଳ ଜିଲ୍ଲା କଣିହାଁସ୍ଥିତ ଏନଟିପିସି ପାୱାର୍ ପ୍ଲାଣ୍ଟରେ ଭୟାବହ ବିସ୍ଫୋରଣ ଘଟି ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ପାୱାର୍ ପ୍ଲାଣ୍ଟର ବଙ୍କର-ବିରେ ହଠାତ୍ ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବିସ୍ଫୋରଣ ପରେ ଆହତ ୫…