Tag: Kalinga Studio

Kalinga Studio Reopens: କଳିଙ୍ଗ ଷ୍ଟୁଡିଓର ନବକଳେବର: ଆସନ୍ତାକାଲି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଆ ସିନେମା ଜଗତ ପ୍ରେମୀ ଓ ଓଡ଼ିଆ ସିନେମା ଜଗତ ପାଇଁ ଏକ ଖୁସିର ଖବର। ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଐତିହାସିକ କଳିଙ୍ଗ ଷ୍ଟୁଡିଓରେ ପୁଣିଥରେ ଶୁଟିଂ ଲାଇଟ୍ ଜଳିବାକୁ ଯାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟ…