ରାଜ୍ୟ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ଥୁ.ରାମପୁର ଥାନାକୁ ଢ଼େଲାପଥର ମାଡ଼ April 5, 2025 Nirvay କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ ବାଗଡିଆଣି-ଲାଠିଆଗୁଡ଼ା ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଘଟଣାରେ ଉତ୍ତେଜନା ଲାଗି ରହିଛି । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ଥୁଆମୂଳ ରାମପୁର ଥାନା ଘେରାଉ କରିବା…
ତାଜା ଖବର ରାଜ୍ୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 30, 2025 Papirani ଆଜି କଳାହାଣ୍ଡିରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭବାନୀପାଟଣାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ୩ ବର୍ଷରେ ବିନିଯୋଗ ହେବ…
ତାଜା ଖବର ରାଜନୀତି ରାଜ୍ୟ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ କଂଗ୍ରେସର ବିରୋଧ March 30, 2025 Papirani ଆଜିଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ । କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ମଧ୍ୟରେ କଳାହାଣ୍ଡିରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ କଂଗ୍ରେସର ବିରୋଧ କରିଛି ।ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବଙ୍କ ନେତୃତ୍ବରେ କଂଗ୍ରେସ…
ତାଜା ଖବର ଦେଶ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ ରେ କଳାହାଣ୍ଡିର ପରିବା ବିପ୍ଳବର ଗାଥା December 29, 2024 Papirani ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ କଳାହାଣ୍ଡିର ପରିବା ବିପ୍ଳବ କଥା କହି ଚାଷୀଙ୍କୁ ପ୍ରଶଂସା କରିଛନ୍ତି…
ରାଜ୍ୟ ଜୁନାଗଡ଼ ଗଣଦୁଷ୍କର୍ମ ମାମଲା : ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ November 20, 2024 Nirvay ବହୁ ଚର୍ଚ୍ଚିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଆଜି ଧର୍ମଗଡ଼ ଏଡିଜେ ୬ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି |ପୂର୍ବରୁ ଏନେଇ ପୋଲିସ ୮ଜଣ କୁଅଟକରଖିତଦନ୍ତକରୁଥିଲା ପରେ ସେଥିମଧ୍ୟରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଧର୍ମଗଡ଼ ଜେଲ ପଠାଯାଇଥିଲା ।…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ October 9, 2024 Papirani କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଧନେଶ୍ୱର ମାଝୀଙ୍କର ପରଲୋକ ଘଟିଛି । ୮୪ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା…
ତାଜା ଖବର ରାଜ୍ୟ ହାତୀର ମୃତଦେହ ଠାବ September 13, 2024 Nirvay ଭବାନୀପାଟଣାରେ ପୁଣି ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। କଳାହାଣ୍ଡି ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡ଼ିମାଲ ଗାଁ ନିକଟ ଆମ୍ବ ବଗିଚାରୁ ମୃତଦେହ ଠାବ ହୋଇଛି। ହାତୀର ବୟସ ପ୍ରାୟ ୮ ବର୍ଷ ବୋଲି ଜଣାପଡିଛି। ତେବେ କିପରି ହାତୀର…
ତାଜା ଖବର ରାଜନୀତି ରାଜ୍ୟ ଅନାସ୍ଥାରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା August 12, 2024 Papirani କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରାଧ୍ୟକ୍ଷାଙ୍କ ବିରୋଧରେ ଦିଆଗଲା ଅନାସ୍ଥା ଭୋଟ୍ । ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା।ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ୨୦ କାଉନ୍ସିଲର ଯଥା ବିଜେଡିର ୧୮, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ କାଉନସିଲରଙ୍କ…
ତାଜା ଖବର ରାଜ୍ୟ ଭିଜିଲାନ୍ସର ହାତରେ ଧରାପଡିଲେ ସରପଞ୍ଚ July 19, 2024 Papirani ଭିଜିଲାନ୍ସର ହାତରେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବ୍ରୁଣ୍ଡାବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ ଦୀନେଶ କୁମାର ରାଉତ । ଗୋଲାମୁଣ୍ଡାରୁ ବ୍ରୁଣ୍ଡାବାହାଲକୁ ବୋଲେରୋରେ ୫ ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଉଥିବାବେଳେ ଖାଲିଆକାନି ନିକଟରେ ଓଡିଶା ଭିଜିଲାନ୍ସର ହାତରେ…