ତାଜା ଖବର ରାଜ୍ୟ Junior Assistant And Clerk Exam: ଡିସେମ୍ବର ୩ ଓ ୪ରେ ହେବ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପରୀକ୍ଷା November 20, 2026 Papirani ସମ୍ଭାବ୍ୟ ବାତ୍ୟା ‘ଅକ୍ଭାନ୍’ ଆଶଙ୍କାରେ ଅନିଶ୍ଚିତତା ଭିତରେ ଥିବା ହଜାର ହଜାର ଚାକିରି ଆଶାୟୀଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ରାଜ୍ୟ ଚୟନ ବୋର୍ଡ (SSB) ଦ୍ୱାରା ପରିଚାଳିତ ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷା ପାଇଁ ପୁଣି…