ତାଜା ଖବର ରାଜନୀତି ରାଜ୍ୟ Irasis Acharya Slams Opposition: ଗୃହ କାର୍ଯ୍ୟରେ ବାଧା ନଦେଇ ଜନସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବିରୋଧୀ: ଇରାସିସ୍ ଆଚାର୍ଯ୍ୟ November 19, 2026 Papirani ଗଣତନ୍ତ୍ରର ପବିତ୍ର ମନ୍ଦିର କୁହାଯାଉଥିବା ଓଡ଼ିଶା ବିଧାନସଭାରେ ଏବେ ରାଜ୍ୟବାସୀଙ୍କ ସ୍ୱାର୍ଥ ଅପେକ୍ଷା ବିରୋଧୀଙ୍କ ହଟ୍ଟଗୋଳ ଅଧିକ ଦେଖିବାକୁ ମିଳୁଛି। ରାଜ୍ୟବାସୀ ଏବଂ କରଦାତାଙ୍କ ଝାଳବୁହା ଅର୍ଥରେ ଚାଲୁଥିବା ଏହି ଗୃହର ମୂଲ୍ୟବାନ ସମୟ ଗତ ଦୁଇ ଦିନ ଧରି ଅଯଥାରେ…