ତାଜା ଖବର ରାଜ୍ୟ IAS Gavali Parag Will Return to Odisha: ଓଡ଼ିଶାକୁ ଫେରିବେ ଆଇଏଏସ୍ ଗାଭାଲି ପରାଗ ହର୍ଷଦ October 8, 2026 Papirani ୨୦୧୩ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଗାଭାଲି ପରାଗ ହର୍ଷଦଙ୍କୁ କାର୍ଯ୍ୟକାଳ ପୂର୍ବରୁ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ନିଯୁକ୍ତି ସମିତି (ଏସିସି) ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ବର୍ତ୍ତମାନ ସେ କେନ୍ଦ୍ର…