Tag: Farmer

Congress Holds Farmers’ Justice March And Protest Rally: ନୟାଗଡରୁ ସଂଗ୍ରାମର ଡାକରା ଆସିଛି: ଭକ୍ତ

ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡି ଖୋଲା ନଯିବା, ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଣ ଆଦି ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଏକ ବିଶାଳ ଚାଷୀ ନ୍ୟାୟ ଶୋଭାଯାତ୍ରା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।…

ଓଡ଼ିଶାର ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲା ବିଜେଡି

ଓଡ଼ିଶାର ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ ସୁନିଶ୍ଚିତ କରିବା ଏବଂ ବଣ୍ଟନରେ ବ୍ୟାପକ କଳାବଜାରୀ ଓ ଅବ୍ୟସ୍ଥାକୁ ରୋକିବା ପାଇଁ ଜରୁରୀ ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲା ବିଜେଡି । ଚିଠି ମାଧ୍ୟମରେ ବିଜେଡି କହିଛି ଚଳିତ ଖରିଫ…

ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଅଛି: ସମବାୟ ମନ୍ତ୍ରୀ

ସାର ଅଭାବକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାରା ରାଜ୍ୟରେ ସାର ଅଭାବକୁ ନେଇ ବିକ୍ଷୋଭ ଚାଲିଥିବା ବେଳେ ଆଜି ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଅଛି ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ…

ପେଟ ପାଇଁ ଦାଦନ ଯିବେ ଲକ୍ଷାଧିକ ଚାଷୀ

ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ନୂଆଁଖାଇ ପାଖେଇ ଆସୁଥିବା ବେଳେ ଅଭାବୀ ବର୍ଷା ଯୋଗୁଁ ଦାଦନମୁହାଁ ହେବେ ଚାଷୀ । ରାଜ୍ୟ ବାହାରର ଇଟା ଭାଟିରେ ଦାଦନ ଖଟାଇବାକୁ ଦାଦନ ଶ୍ରମିକ ଚାଲାଣ ପାଇଁ ଗାଁ ଗାଁରେ ବଇନା ବଣ୍ଟା ଆରମ୍ଭ…

ନକଲି ଚାଷୀ ଖୋଜିବେ ସରକାର

ନକଲି ଚାଷୀଙ୍କୁ ଚିହ୍ନଟ କରିବେ ରାଜ୍ୟ ସରକାର । ସବୁ ଚାଷୀଙ୍କର ହେବ e-KYC । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଖରିଫ ଧାନ ବିକିବାକୁ ପଞ୍ଜୀକରଣ ବେଳେ ଚାଷୀଙ୍କ e-KYC…

ଫସଲ ଉଜାଡି ଦେଲା ଅଦିନିଆ ବର୍ଷା: ପନିପରିବା ଚାଷ ନଷ୍ଟ; ଚିନ୍ତାରେ ଚାଷୀ

ରାଜ୍ୟରେ କାଳବୈଶାଖୀର ବର୍ଷା ଜାରି ରହିଛି । ଚାଷୀଙ୍କ ପାଇଁ କାଳ ସାଜିଛି କାଳବୈଶାଖୀ । କାଳବୈଶାଖୀ ଅନେକଙ୍କୁ ତାତିରୁ ଆସ୍ୱସ୍ତି ଦେଉଥିବା ବେଳେ ଚାଷୀର ଫସଲ ଉଜାଡି ଦେଇଛି ।କାଳବୈଶାଖୀର ପ୍ରବଳ ବର୍ଷା ଏକର ଏକର ଚାଷଜମି ନଷ୍ଟ କରିଦେବାରୁ…

ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ

ମାଲେସିଆ ଯିବେ ଓଡ଼ିଶା ଚାଷୀ । ଚାଷୀଙ୍କୁ ମାଲେସିଆ ବୁଲାଇବ କୃଷି ବିଭାଗ । କାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ ଚାଷୀ ଓ କୃଷି ଅଧିକାରୀ ।…

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌: ଚାଷୀଙ୍କ ପାଇଁ ଘୋଷଣା ହେଲା ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା

ବଜେଟରେ ଚାଷୀଙ୍କ ପାଇଁ ରହିଛି ଖୁସି ଖବର । କୃଷି ହେଉଛି ଆମର ପ୍ରଥମ ଇଞ୍ଜିନ୍ କହି ଆଜି ବଜେଟରେ ଚାଷୀଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏହି…

ଚାଷୀ ମିଲରଙ୍କ ଭିତରେ ସରକାର ମୁଣ୍ଡ ନ ପୁରେଇବା ପାଇଁ କହୁଛନ୍ତି ଆଇଏଏସ୍ ଅଫିସର: ଯୋଗାଣ ମନ୍ତ୍ରୀ

କଟନୀ ଛଟନୀ ନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ ଦେଇ କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର। ଆଇଏଏସ୍ ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । କୃଷକ ମିଲରଙ୍କ ମଧ୍ୟରେ କଟନୀ ଛଟନୀ…

ପୁରୀ ଚାଷୀଙ୍କୁ ମିଳିଲା କ୍ଷତିପୂରଣ ବୀମା ରାଶି

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲା ସହାୟତା । ପୁରୀ ଜିଲ୍ଲାର ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ ପର୍ଯ୍ୟାୟ ବୀମା ଟଙ୍କା । ୫୬ ହଜାର ଚାଷୀ କ୍ଷତିପୂରଣ ନେଇ ଅନଲାଇନରେ ଆବେଦନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୬୯୫ ଜଣ ଚାଷୀଙ୍କୁ…