ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହୋଇଛି ଚାଷୀ ପଞ୍ଜିକରଣ ପ୍ରକ୍ରିୟା । ଓଡ଼ିଶା ସରକାର ୨୦୨୬-୨୭ ଋତୁ ପାଇଁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ କରିଛନ୍ତି। ଚଳିତ ଅଗଷ୍ଟ ୬ ତାରିଖରୁ ଏହି ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ଚାଷୀମାନେ ନିଜର ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି (PACS) କାର୍ଯ୍ୟାଳୟରୁ ନୂତନ ପଞ୍ଜୀକରଣ ଫର୍ମ ସଂଗ୍ରହ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସେଠାରେ ଦାଖଲ କରିପାରିବେ। Post navigation Pralhad Joshi Addresses At 13th BRICS Education Ministers’ Meeting in Bhubaneswar