ତାଜା ଖବର ରାଜ୍ୟ Darshan Scam in Puri Shrimandir: ପୁରୀରେ ପୁଣି ୫ ନକଲି ଗୁମାସ୍ତା ଗିରଫ November 23, 2026 Papirani ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତଙ୍କ ସହାୟକ ଭାବେ ମିଛ ପରିଚୟ ଦେଇ ଠକେଇ କରୁଥିବା ଅଭିଯୋଗରେ ସିଂହଦ୍ୱାର ଥାନା ପୋଲିସ ସୋମବାର ଆଉ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଚାଲିଥିବା ଧରପଗଡ଼ ଅଭିଯାନରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ଆହୁରି ବଢ଼ିଥିବା…