Tag: EOW

ମୟୂରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ଗିରଫ

ମୟୂରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ଗିରଫ । ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ପୂର୍ବତନ ନିର୍ବାହୀ ଅଧିକାରୀ ତଥା ମୟୂରଭଞ୍ଜଜିଲ୍ଲା ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ୪…

ବାଜ୍ୟାପ୍ତି ହେବ ବିଜେଡି ନେତା ରାଜା ଚକ୍ରର ଅଲିସାନ ଫାର୍ମହାଉସ୍

ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ଗିରଫ ବିଜେଡ଼ି ନେତା ରାଜା ଚକ୍ରଙ୍କୁ ହାଇକୋର୍ଟରୁ ମିଳିଲା ଶକ୍ତ ଝଟକା । ରାଜାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ହାଇକୋର୍ଟ । ଏହା ସହିତ ରାଜାଙ୍କ ୩ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ…

ରିମାଣ୍ଡରେ ଯିବ ବିଜେଡି ନେତା ରାଜା ଚକ୍ର; ଇଉଡବ୍ଲ୍ୟୁର କଲା ଆବେଦନ

ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ…

ଦ୍ବିତୀୟ ଦିନରେ ରାଜା ଚକ୍ରଙ୍କୁ ଘାଣ୍ଟୁଛି ଇଓଡବ୍ଲ୍ୟୁ; ଜବତ ହେଲାଣି ୨୦ ଗାଡି ସହ ୨୦୦ ବେନାମୀ ଆକାଉଣ୍ଟ

କେନ୍ଦୁଝର ଗନ୍ଧମାର୍ଦ୍ଧନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟି ୧୦୦ କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ଦ୍ବିତୀୟ ଦିନରେ ବିଜେଡି ନେତା ରାଜା ଚକ୍ରଙ୍କ ୬ଟି ସ୍ଥାନରେ ଇଓଡବ୍ଲ୍ୟୁ ଜାରି ରଖିଛି ରେଡ୍‌ । ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା…

ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କୁ ଇଓଡବ୍ଲୁର ଜେରା

କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ଅଫିସ୍‌ରେ ହାଜର ହେଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର ବା ରାଜା ଚକ୍ର । ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ତନାଘନା । ଗର୍ଦ୍ଧମାର୍ଦନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍‌ ସୋସାଇଟିର…

ଇଓଡବ୍ଲ୍ୟୁ ଦ୍ୱାରା ଠକ ଦମ୍ପତ୍ତି ଗିରଫ

ଭୁବନେଶ୍ୱରରୁ ଠକ ଦମ୍ପତ୍ତି ଗିରଫ । ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଦ୍ୱାରା ଦମ୍ପତ୍ତି ଗିରଫ ହୋଇଛନ୍ତି । ଜାଲ ଡକ୍ୟୁମେଣ୍ଟ ଦେଇ ଲୋନ ନେବା ଅଭିଯୋଗରେ ଦମ୍ପତ୍ତି ଗିରଫ କରାଯାଇଥିବା ସୂଚନା ମିଳିଛି । ପଟିଆ ସୀତାନାଥ ରେସିଡେନ୍ସିରେ ରହୁଥିବା ଦମ୍ପତ୍ତି…