Tag: Elections 2024

ନବୀନଙ୍କ ସ୍ୱାସ୍ଥ୍ୟ ହାନି ପଛରେ ଷଡଯନ୍ତ୍ରର ସନ୍ଦେହ: ନରେନ୍ଦ୍ର ମୋଦି

ମୟୂରଭଞ୍ଜ ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପ୍ରସଙ୍ଗ ଉଠାଇଛନ୍ତି । ମୋଦୀ ପ୍ରଶ୍ନ କରିଛନ୍ତି ଅଚାନକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ମାତ୍ରାରେ ଖରାପ ହେଲା କେମିତି ? ନବୀନଙ୍କ ସ୍ବାସ୍ଥ୍ୟ ଖରାପ…

ପୁଣି ଗୋଟେ ଡିପ ଫେକ ଭିଡ଼ିଓ ଜାରି ହେଇଛି: ଜୟ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣି ଥରେ ସମାଲୋଚନା କରିଛନ୍ତି। ବୈଜୟନ୍ତ ପଣ୍ଡା ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଯେ, ଏ ଘଟଣା ପରେ ଆଉ…

ମେଡିକାଲରେ ଭର୍ତ୍ତିହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧା ଜେଲରୁ ଅଣାଯାଇ ତାଙ୍କୁ ଭୋର ୪ଟାରେ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଓକିଲଙ୍କ ଆବେଦନ ଆଧାରରେ ପ୍ରଶାନ୍ତ ଜଗଦ୍ଦେବ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୋର ୪ଟା ସମୟରେ…

ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଜୋରଦାର ହୋଇଛି ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ୧ରେ ସାରା ଦେଶରେ ଅନ୍ତିମ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପୂର୍ବରୁୁ ବିଜେପିର ମାରାଥନ୍ ପ୍ରଚାର…

ବିଜେଡି କାମରେ ନିୟୋଜିତ ଥିଲେ କୁଟ୍ଟେ ଓ ଆଶିଷ: ପୀତାମ୍ବର ଆଚାର୍ଯ୍ୟ

ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ଜାରୀ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ ଶ୍ରୀ ଡି.ଏସ.କୁଟ୍ଟେଙ୍କୁ ନିଲମ୍ବନ…

ଡିଏସ କୁଟ୍ଟେଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ; ଆଶିଷ ସିଂ ସନ୍ଦେହ ଘେରରେ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଆଇପିଏସ ଶ୍ରୀ ଡିଏସ କୁଟ୍ଟେଙ୍କୁ ନିର୍ବାଚନ ପରିଚାଳନାରେ ଅଯଥା ହସ୍ତକ୍ଷେପ ପାଇଁ ସମ୍ପୃକ୍ତ ସେବା ନିୟମ ଅନୁଯାୟୀ ନିଲମ୍ବିତ କରାଯାଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।…

ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୋଲିସ୍

ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ପୁଲିସ୍। ସୁଚନା ଅନୁସାରେ, ଆଜି ଅମିତ ଶାହଙ୍କ ଗସ୍ତ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତିର ଅନୁଧ୍ୟାନ କରିବା…

ରାତି ସାଢ଼େ ୮ଟା ପରେ ଗଞ୍ଜାମରେ ଖୋଲିବନି ଦୋକାନ

ଜୁନ୍ ୧ରେ ଚତୁର୍ଥ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ନିର୍ବାଚନ ଆୟୋଗ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବା ସହିତ ପ୍ରତି ବୁଥରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ…

ବିଜେପି ସରକାର ଆସିଲେ ସିଏଏ ଆଇନ୍‌ ଲାଗୁ କରିବା ସହ ପଟ୍ଟା ବଣ୍ଟନ କରାଯିବ: ବୈଜୟନ୍ତ

ଚଳିତ ବର୍ଷର ଶେଷ ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡ଼ାର ଜମ୍ବୁ ବଜାର ପଡ଼ିଆରେ ବିଜେପିର ବିଶାଳ ସମାବେଶରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ପଟ୍ଟା ନାଁରେ ୨୫…

ଜୁନ ୪ ପରେ ନବୀନ ହେବେ ଭୂତପୂର୍ବ ମୁଖ୍ୟମନ୍ତ୍ରୀ: ଅମିତ ଶାହ

ଭଦ୍ରକ ଚାନ୍ଦବାଲିରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଓଡ଼ିଶାରେ ସରକାର ଗଢିବା ସହ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ଓଡ଼ିଶାର ଶାସନ…