Tag: Elections 2024

ହିଞ୍ଜିଳି ବିଧାନସଭା ଆସନରୁ ଜିତିଲେ ନବୀନ

ଚଳିତବର୍ଷ ନିର୍ବାଚନରେ ହିଞ୍ଜିଳିରେ ବିଧାନସଭା ଆସନରୁ ଜିତିଲେ ନବୀନ। ନିଜ ପାରମ୍ପରିକ ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଭାଜପାର ଶିଶିର ମିଶ୍ରଙ୍କୁ ହରାଇ ନବୀନ ବିଜୟଲାଭ କରିଛନ୍ତି। ଭାଜପା ପ୍ରାର୍ଥୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ନବୀନ…

ଗଞ୍ଜାମରେ ବିଜେଡିକୁ ମିଳିଛି ଶକ୍ତ ଝଟକା

ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ଗଞ୍ଜାମରେ ବିଜେଡିକୁ ମିଳିଛି ଶକ୍ତ ଝଟକା । ରାଜ୍ୟସରକାରଙ୍କ କୁହାଯାଉଥିବା ଗଡ ଗଞ୍ଜାମରେ ୧୩ଟି ବିଧାନସଭା ମଧ୍ୟରୁ ୧୧ ଟିରେ ବିଜେପି ଆଗରେ ଥିବା ସୂଚନାମିଳିଛି । ସେହିପରି ସାନଖେମୁଣ୍ଡିରେ କଂଗ୍ରେସ…

ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ବିଜୟୀ

ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଇଁ ଭୋଟ ଗଣତି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହେଇଛନ୍ତି । ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୧୯୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।…

ମାଲକାନଗିରି ବିଧାନସଭା ଆସନ ହାସଲ କଲା ବିଜେପି

ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। ନରସିଂହଙ୍କୁ ୭୭ ହଜାର ୭୬୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଳା ମାଢିଙ୍କୁ…

ଝାରସୁଗୁଡ଼ାରେ ବିଜେପିର ବଡ଼ ବିଜୟ, ହାରିଲେ ଦୀପାଳି ଦାସ

ଚଳିତବର୍ଷ ନିର୍ବାଚରେ ଝାରସୁଗୁଡ଼ାରେ ପଦ୍ମର ବଡ଼ ବିଜୟ ହୋଇଛି । ଝାରସୁଗୁଡ଼ା ଏବଂ ବ୍ରଜରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଟଙ୍କଧର ତ୍ରିପାଠୀ ଓ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ହରେଇଛି ଭାଜପା ପ୍ରାର୍ଥୀ ଟଙ୍କଧର…

ରାୟବରେଲି ଓ ଓ୍ୱାୟନାଡ ଆସନରେ ଆଗରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଉତ୍ତର ପ୍ରଦେଶର ରାୟବରେଲି ଆସନ ଓ କେରଳର ଓ୍ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଗୁଆ ଅଛନ୍ତି। ଉତ୍ତର ପ୍ରଦେଶର ରାୟବରେଲିରୁ ୨ ଲକ୍ଷ…

୫ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଆଗରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

ନିର୍ବାଚନ ପାଇଁ ସମଗ୍ର ଦେଶରେ ଚାଲିଛି ଭୋଟ୍ ଗଣତି। ଏହାରି ମଧ୍ୟରେ ବିରାଟ ବ୍ୟବଧାନରେ ଅମିତ୍‌ ଶାହ ରହିଥିବା ନିର୍ବାଚନ ଆୟୋଗଙ୍କ ରିପୋର୍ଟରୁ ଜଣାପଡ଼ିଛି। ଗୁଜୁରାଟର ଗାନ୍ଧିନଗରରୁ ନିର୍ବାଚନ ଲଢ଼ୁଥିବା ଶ୍ରୀ ଶାହା ୫ ଲକ୍ଷ ୬୮ ହଜାର ଭୋଟ ବ୍ୟବଧାନରେ…

ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଲା ଏନଡିଏ

ନିର୍ବାଚନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଏନଡିଏ ଆଗରେ ରହିଥିବା ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୩୧ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୮୫ ସିଟରେ ଆଗୁଆ…

ଓଡ଼ିଶା ନିର୍ବାଚନରେ ଗେରୁଆ ଲହର,ଓଡ଼ିଶାରେ ଗଢ଼ିପାରେ ବିଜେପି ସରକାର

ଚାଲିଛି ଭୋଟ୍ ଗଣତି । ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ଛୁଇଁଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି…

ଆରମ୍ଭ ହେଲା ଭୋଟ୍ ଗଣତି

ଚଳତବର୍ଷ ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ୧ ଲକ୍ଷ ୪୬…