Tag: e-challans

Odisha Launches E-Detection System for Vehicles: ସେପ୍ଟେମ୍ବର ୧ ରୁ ଓଡ଼ିଶାରେ ଲାଗୁ ହେଲା e-Detection ବ୍ୟବସ୍ଥା; ବୈଧ PUCC ଓ ବୀମା ନଥିଲେ କଟିବ ଇ-ଚାଲାଣ

ରାଜ୍ୟରେ ସଡ଼କ ସୁରକ୍ଷାକୁ କଡ଼ାକଡ଼ି କରିବା ଏବଂ ଗାଡ଼ି ଚାଳକମାନଙ୍କୁ ଆଇନ ପାଳନ ପାଇଁ ସଚେତନ କରିବା ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ସର୍ବସାଧାରଣ ରାସ୍ତାରେ ଚଳାଚଳ କରୁଥିବା ଯାନବାହାନଗୁଡ଼ିକ ପାଇଁ…

Zero Death Week in Odisha: ରାଜ୍ୟରେ ‘ଜିରୋ ଡେଥ୍ ୱିକ୍’ ଆରମ୍ଭ: ପ୍ରଥମ ଦିନରେ ଜାରି ହେଲା ୪୪,୭୪୬ଟି ଇ-ଚାଲାଣ 

ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଥିବା ‘ଜିରୋ ଡେଥ୍ ୱିକ୍’ ଅଭିଯାନର ପ୍ରଥମ ଦିନରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପ୍ଟେମ୍ବର ୧ ତାରିଖରେ ରାଜ୍ୟ ପରିବହନ…

E Challan in Odisha: ୧୧ ତାରିଖରେ ୧୦,୯୮୮ଟି ଇ-ଚାଲାଣ ସହ ୨୮ଟି ଗାଡ଼ି ଜବତ

ରାଜ୍ୟରେ ବିନା ବୈଧ ଇନସ୍ୟୁରାନ୍ସ (ବୀମା), ଫିଟନେସ ଏବଂ ପ୍ରଦୂଷଣ ପ୍ରମାଣପତ୍ରରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ…

Strict Action Against Vehicles Without Valid Insurance: ବୈଧ ବୀମା ନ ଥିଲେ ଜବତ ହେବ ଗାଡ଼ି

ରାଜ୍ୟରେ ବୈଧ ବୀମା ନଥାଇ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ପରିବହନ ବିଭାଗ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏଣିକି ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ରାଜ୍ୟର ସମସ୍ତ ଟୋଲ୍ ଗେଟ୍‌ ଗୁଡ଼ିକରେ ଇ-ଡିଟେକ୍ସନ ପଦ୍ଧତି ମାଧ୍ୟମରେ ଗାଡ଼ିଗୁଡ଼ିକର କଡ଼ାକଡ଼ି…