Tag: disability pension

Pending Pensions Out by Nov End: ୭,୯୧୮ ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତି: ନଭେମ୍ବର ଶେଷ ସୁଦ୍ଧା ମିଳିବ ବକେୟା ଭତ୍ତା

ବୈଷୟିକ ତ୍ରୁଟି ଯୋଗୁଁ ଦୀର୍ଘ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ରାଜ୍ୟର ହଜାର ହଜାର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଚଳିତ ନଭେମ୍ବର ମାସ ଶେଷ ସୁଦ୍ଧା ସେମାନଙ୍କର ସମସ୍ତ ବକେୟା ଭତ୍ତା ପ୍ରଦାନ…