ତାଜା ଖବର ରାଜ୍ୟ Online Auto Association President Arrested: ଫେରାର ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭର ସଂଘର ସଭାପତି ଦୀନବନ୍ଧୁ ନାୟକ ଗିରଫ August 21, 2026 Papirani ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭର ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ହିଂସାତ୍ମକ ଆନ୍ଦୋଳନ ପରଠାରୁ ସେ ଫେରାର୍ ଥିଲେ। ପୁରୀରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଗିରଫ…