Tag: Date Palm Jaggery

IITF-2026: ଆଇଆଇଟିଏଫ୍-୨୦୨୬: ଭାରତ ମଣ୍ଡପମରେ ଓଡ଼ିଶାର ପାରମ୍ପରିକ ‘ଖଜୁରୀ ଗୁଡ଼’ର ଯାଦୁ; ବିକ୍ରି ୧୮ ଲକ୍ଷ ପାର୍

୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)-୨୦୨୬ର ଓଡ଼ିଶା ପାଭିଲିୟନରେ ଓଡ଼ିଶାର ପାରମ୍ପରିକ ‘ଖଜୁରୀ ଗୁଡ଼’ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। ଛୋଟ ଛୋଟ ଦାନା ଆକାରରେ ବିକ୍ରି ହେଉଥିବା ଏହି ପାରମ୍ପରିକ ମିଠା ପଦାର୍ଥଟି…